ଭୁବନେଶ୍ୱର (ଏଟିଆର ବ୍ୟୁରୋ):ବିଶ୍ୱ ରେକର୍ଡ଼ କୁ ପୁଣି ଥରେ ଭାଙ୍ଗିବାକୁ ଯାଉଛି ଅଯୋଧ୍ୟା ।ଆଜି ଅଯୋଧ୍ୟାରେ ୫ଲକ୍ଷ ୫୧ ହଜାର ଦୀପ ଜଳାଇ ଦିପୋତ୍ସବ ପାଳନ କରାଯିବ ।ବିଭିନ୍ନ ଦେଶରୁ ଲୋକମାନେ ଆସି ଏହି ଦିପୋତ୍ସବରେ ସାମିଲ ହୋଇଛନ୍ତି ।ଏଥିରେ ଅଭୁତ ସରୟୁ ଆରତୀର ଆୟୋଜନ ମଧ୍ୟ କରାଯାଇଛି । ଦିପୋତ୍ସବ ପ୍ରସ୍ତୁତି ପାଇଁ ଅଯୋଧ୍ୟା ନଗରୀ କୁ ଆଲୋକରେ ସଜାଯାଇଛି । ସାକେତ ମହାବିଦ୍ୟାଳୟରୁ ଭଗବାନ ରାମଙ୍କ ଜୀବନ ଉପରେ ଆଧାରିତ ୧୧ ଟି ରଥକୁ ଏକା ସାଙ୍ଗରେ ବାହାର କରାଯିବ । ଏବଂ ରଥର ଉପରେ ରାମଙ୍କ ଜୀବନି ଉପରେ ଆଧାରିତ ଭିନ୍ନ ଭିନ୍ନ ପ୍ରଦର୍ଶନୀ ମଧ୍ୟ କରାଯାଇଛି ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ସମାରୋହରେ ଯୋଗଦେବେ ବୋଲି କୁହାଯ।।ଇଛି । ଏହା ପରେ ସେ ରାମ ଜନ୍ମଭୂମି ସ୍ଥାନରେ ପହଞ୍ଚି ଦୀପ ପ୍ରଜଳନ କରିବେ ।ଏହାପରେ ସେ ପାର୍କ ରେ ପହଞ୍ଚିବା ପରେ ରାମ , ସୀତା ଓ ଲକ୍ଷ୍ମଣ ତାଙ୍କୁ ସ୍ୱାଗତ କରି ମାଲ୍ୟାର୍ପଣ କରିବେ । ଏବଂ ଏହା ପରେ ସେ ସାୟୁ ଆଳତୀରେ ସାମିଲ ହେବା ପରେ ଦିପୋତ୍ସବର ଶୁଭାରମ୍ଭ କରାଯିବ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024