ଭୂବନେଶ୍ୱର(ଏଟିଆର ବ୍ୟୁରୋ):ଅବସର ପରେ ଆଜି ନୂଆ ଦାୟିତ୍ୱ ଗ୍ରହଣ କରିବେ ପୁର୍ବତନ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ । ଅସିତ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ କାର୍ଯ୍ୟୋ ଯୋଗଦେଇଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ପରିଷଦ କାର୍ଯ୍ୟାବଳୀର ସମୀକ୍ଷା କରିଛନ୍ତି ଅସିତ ।
ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ଦାୟିତ୍ୱ ନେଇଛନ୍ତି । ପ୍ରକଳ୍ପଗୁଡିକ ନିର୍ଦ୍ଧାରତ ସମୟରେ ଶେଶ କରିବା ଏବଂ ଲୋକମାନଙ୍କୁ ସଥା ଶୀଘ୍ର ସେବା ଯୋଗାଇ ଦିଆଯିବା ଉଚିତ । ଏହା ସହ ତୃଣମୂଳ ସ୍ତରରୁ ସର୍ଭେ କରି ଜଟିଳ ବିକାଲମୂଳକ ଉପାଦାନ ଗୁଡିକ ପାଇଁ ଡାଟାବେସ ପ୍ରସ୍ତୁତ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ।
ଡିସେମ୍ବର ୩୧ ତାରିଖରେ ଅସିତ ତ୍ରିପାଠୀଙ୍କ ଅବସର ଗ୍ରହଣ କରିବା ପରେ ମୁଖ୍ୟ ଶାସନ ସଚିବ ଭାପେ କାର୍ଯ୍ୟଭାର ଗ୍ରହଣ କରିଚନ୍ତି । ୩ ହଜାର ଉଦ୍ଧ୍ୱର୍ କ୍ଷୁଦ୍ର ପ୍ରକଳ୍ପ ୧୦ ଟି ଜିଲ୍ଲା ବରଗଡ , ସମ୍ବଲପୁର , ବୈଦ୍ଧ , ଦେବଗଡ ଝାରସୁଗୁଡା ଓ ଆଠମଲ୍ଳ୍ିକ ସବଡିଭିଜନରେ ୂକାର୍ଯ୍ୟକାରୀ ହେଉଛି ।