ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ବଜେଟ ପରେ ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ ଦର । ଆଜି ପେଟ୍ରୋଲ , ଡିଜେଲ ଓ ଏଲପିଜି ସିଲିଣ୍ଡର ଦାମ ବୃଦ୍ଧି ପାଇଛି । ପେଟ୍ରୋଲ ଓ ଡିଜେଲ ଦର ୩୫ ପଇସା ରହିଥିବା ବେଳେ ଏଲପିଜି ସିଲିଣ୍ଡର ଦାମ ରହିଛି ୨୫ ଟଙ୍କା ।ସେହିପରି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ରହିଛି ୮୬ ଟଙ୍କା ୬୫ ପଇସା । ଏବଂ ସିଲିଣ୍ଡର ମୂଲ୍ୟ ରହିଛି ୨୫ ଟଙ୍କା ।
ମୁମ୍ବାଇରେ ପେଟ୍ରୋଲ ଦର ୯୩.୨୦ ଟଙ୍କା ଏବଂ ପେଟ୍ରୋଲ ଦର ୮୩.୬୭ ରହିଛି ।
କୋଲକତାରେ ପେଟ୍ରୋଲ ଦର ଲିଟର ପିଛା ୮୮.୦୧ ଟଙ୍କା ରହିଥିବା ବେଳେ ଡିଜେଲ ପିଛା ୮୦.୪୧ ଟଙ୍କା ରହିଛି ।
ଚେନ୍ନାଇରେ ଡିଜେଲ ର ଦାମ ୮୨.୦୪ ରହିଥିବା ବେଳେ ଡିଜେଲ ଦର ରହିଛି ୮୯,୧୩ ।
ନୋଏଡାରେ ପେଟ୍ରୋଲ ଦର ୮୫.୯୧ ରହିଥିବା ବେଳେ ଡିଜେଲ ପିଛା ୭୭.୨୪ ରହିଛି ।
ସେହିପରି ସବସିଡଯୁକ୍ତ ୧୪ ଲିଟର ବିଶିଷ୍ଟ ସିଲିଣ୍ଡର ଦାମ ରହିଛି ୭୧୯ ଟଙ୍କା ।
କୋଲକତାରେ ରହିଛି ୭୪୫.୫୦ଟଙ୍କା ।
ମୁମ୍ବାଇରେ ରହିଛି ୭୧୦ ଟଙ୍କା ।
ପେଟ୍ରୋଲ ଓ ଡିଜେଲ ଦର ବଢିବାରୁ ବରିବହଦ ଉପରେ ଏହାର ପ୍ରଭାବ ବଡିବ । ଫଳରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ମହଙ୍ଗା ହେବ ବୋଲି ଆଶା କରାଯାଉଛି ।