ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଓଡିଶା ଲୋକସଭା ଆୟୋଗର ଅଧ୍ୟକ୍ଷ ଭାବେ ଯୋଗ ଦେଇଛନ୍ତି ଡକ୍ଟର ସତ୍ୟଜିତ ମହାନ୍ତି । ଗତକାଲି ସେ ଅଗ୍ନିଶମ ବିଭାଗରୁ ଅବସର ନେଇଛନ୍ତି । ଆସନ୍ତା ଅଗଷ୍ଟ ମାସରେ ସେ ଅବସର ନେବା ପରେ ରାଜ୍ୟ ସରକାର ତାଙ୍କୁ ଓପିଏସସି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ ।
୧୯୮୮ ବ୍ୟାଚର ଆଇପିଏସ ସତ୍ୟଜିତ ପୂର୍ବରୁ ଡିଜିପି ଓ ପୋଲିସ କମିଶନର ଭଳି ବହୁ ଗୁରୁତô୍ପୂର୍ଣ୍ଣ ପଦବୀରେ ରହି କାର୍ଯ୍ୟ କରିଥିଲେ । ସେ ଓପିଏସସି ଅଧ୍ୟକ୍ଷ ଦାୟିତ୍ୱରେ ଅଢେଇ ବର୍ଷ କାର୍ଯ୍ୟ କରିବେ । ଏହା ବ୍ୟତୀତ ସେ ବିିଭିନ୍ନ ରାଜ୍ୟ ପରିବହନ ବିଭାଗ , ରାଜ୍ୟ ପୋଲିସ ଗୃହ ନିର୍ମାଣ ନଗମ,ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଭାବେ ଅବସ୍ଥାପିତ ହୋଇ ବେଶ୍ ସଫଳତାର ସହ କତ୍ତ୍ୟର୍ବ ସମ୍ପାଦନ କରିଛନ୍ତି ।