ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସାରା ଦେଶରେ କରୋନା ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଛି । ଏହାରି ଭିତରେ ଭାରତୀୟ କ୍ରିକେଟର ଅନେକ ପୂବତନ କ୍ରିକେଟର କରୋନା ପଜିଟିଭ ହୋଇଥିବାର ଖବର ସାମ୍ନାକୁ ଆସିଛି । ପ୍ରଥମେ ସଚିନ ତେନ୍ଦୁଲକର କରୋନା ପଜିଟିଭ ହେବା ପରେ ଆଉ ୩ ଖେଳାଳି ୟୁସୁଫ୍ ପଠାନ ଇରଫାନ ପଠାନ ଓ ବଦ୍ରୀନାଥ କରୋନା ଶିକାର ହୋଇଛନ୍ତି ।
ପୂର୍ବରୁ ୟୁସୁଫ କରୋନାରେ ଆକ୍ରାନ୍ତ ହୋଇଥିଲେ ଓ ପରେ ଇରଫାନଙ୍କ କୈାଣସି ଲକ୍ଷଣ ଦେଖାନଯାଇ ମଧ୍ୟ କାଙ୍କର ରିପୋର୍ଟ କରୋନା ପଜିଟିଭ ଆସିଥିଛି ବୋଲି ସେ ଟ୍ୱିଟରେ ଲଲ୍ଲେଖ କରିଛନ୍ତି । ବର୍ତ୍ତମାନ ସେ ହୋମଆଇସୋଲେସନରେ ରହିଛନ୍ତି ।
ଏବଂ ଗତ କଛି ଦିନ ମଧ୍ୟରେ ତାଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କୁ ସେ କରୋନା ଟେଷ୍ଟ କରାଇବା ପାଇଁ ଅନୁରୋଧ କରିଛନ୍ତି । ଓ ଏହାସହ ମାସ୍କ ପିନ୍ଧିବା,ସାମାଜିକ ଦୂରତା ରକ୍ଷାର କରିବା ସହ ସାନିଟାଇଜର ବ୍ୟବହାର କରିବା ପାଇଁ ଲୋକମାନଙ୍କୁ ସଚେତନ କରାଇଛନ୍ତି ।