ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଜାରି ରହିଥିବା ବେଳେ ଏବେ ସଂକ୍ରମଣ ତଳକୁ ଖସୁଛି । ଯାହାଫଳରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ତଳକୁ ଖସିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୩୦୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୭୩୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୨୯୩ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
6. Boudh: 40
7. Cuttack: 295
8. Deogarh: 11
9. Dhenkanal: 90
10. Gajapati: 25
11. Ganjam: 26
12. Jagatsinghpur: 107
13. Jajpur: 226
14. Jharsuguda: 17
15. Kalahandi: 39
16. Kandhamal: 38
17. Kendrapada: 118
18. Keonjhar: 68
19. Khurda: 381
20. Koraput: 68
21. Malkangiri: 43— I & PR Department, Odisha (@IPR_Odisha) June 21, 2021
22. Mayurbhanj: 167
23. Nawarangpur: 63
24. Nayagarh: 140
25. Nuapada: 20
26. Puri: 180
27. Rayagada: 44
28. Sambalpur: 30
29. Sonepur: 22
30. Sundargarh: 80
31. State Pool: 78New recovery: 5082
Cumulative tested: 13156199
Positive: 880533
Recovered: 840214
Active cases: 36633— I & PR Department, Odisha (@IPR_Odisha) June 21, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୫୦୮୨ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୮୦୫୩୩ ରହିଥିବା ବେଳେ ଏହି ରୋଗରୁ ୮୪୦୨୧୪ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୩୬୬୩୩ ଜଣ ଚିକିତ୍ସିତ ହେଉଛନ୍ତି ।