ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଜାରି ରହିଥିବା ବେଳେ ଏବେ ସଂକ୍ରମଣ ତଳକୁ ଖସୁଛି । ଯାହାଫଳରେ ୩ ହଜାର ତଳେ ମାମଲା ଚିହ୍ନଟ ହୋଇଛିି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୨୯୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୬୭୫ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୨୩୭ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
6. Boudh: 18
7. Cuttack: 382
8. Deogarh: 4
9. Dhenkanal: 42
10. Gajapati: 13
11. Ganjam: 18
12. Jagatsinghpur: 131
13. Jajpur: 292
14. Jharsuguda: 14
15. Kalahandi: 35
16. Kandhamal: 36
17. Kendrapada: 71
18. Keonjhar: 70
19. Khurda: 401
20. Koraput: 54
21. Malkangiri: 49— I & PR Department, Odisha (@IPR_Odisha) June 25, 2021
22. Mayurbhanj: 174
23. Nawarangpur: 50
24. Nayagarh: 140
25. Nuapada: 8
26. Puri: 161
27. Rayagada: 52
28. Sambalpur: 30
29. Sonepur: 13
30. Sundargarh: 71
31. State Pool: 65New recoveries: 3486
Cumulative tested: 13417387
Positive: 893508
Recovered: 856498
Active case: 33156— I & PR Department, Odisha (@IPR_Odisha) June 25, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୩୪୮୬ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୯୩୫୦୮ ରହିଥିବା ବେଳେ ଏହି ରୋଗରୁ ୮୫୬୪୯୮ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୩୩୧୫୬ ଜଣ ଚିକିତ୍ସିତ ହେଉଛନ୍ତି ।