ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଇଲେକ୍ଟ୍ରିକ କାର ନିର୍ମାତା କମ୍ପାନୀ ଟେସ୍ଲା ସହିତ ୩୨୪୯ କୋଟି ଟଙ୍କା ଡିଲ ସାଇନ କରିଛି ସାମସଙ୍ଗ । ଏହାର ଅର୍ଥ ଏଣିକି ଟେସ୍ଲା କମ୍ପାନୀକୁ ଲାଟେଷ୍ଟ କ୍ୟାମେରା ମଡ୍ୟୁଲ ସପ୍ଲାଇ କରିବ ସାମସଙ୍ଗ । ଏହି କ୍ୟାମେରା ସେଟଅପକୁ ସର୍ବପ୍ରଥମେ ଟେସ୍ଲାର ସାଇବରଟ୍ରକରେ ବ୍ୟବହାର କରାଯିବ । ଯାହା ଟେସ୍ଲାର ଆଗାମୀ ଇଲେକ୍ଟ୍ରିକ ଟ୍ରକ ।
୨୦୧୯ ମସିହାରେ ସାମସଙ୍ଗ କମ୍ପାନୀ ଘୋଷଣା କରିଥିଲା କି, ସାମସଙ୍ଗର କ୍ୟାମେରା ମଡ୍ୟୁଲର ବ୍ୟବହାର ଆଗାମୀ ଦିନରେ ଟେସ୍ଲା ଲାଟେଷ୍ଟ ଇଲେକ୍ଟ୍ରିକ ଗାଡିରେ କରାଯିବ ।