ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଜାରି ରହିଛି । ସଂକ୍ରମିତଙ୍କ ସଂଖ୍ୟା ଉପର ତଳ ହେଉଛି । କେତେବେଳେ ଖସୁଛି ତ ପୁଣି କେତେବେଳେ ବଢୁଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୨୦୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧୯୫ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୮୭୫ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
6. Boudh: 11
7. Cuttack: 319
8. Deogarh: 3
9. Dhenkanal: 44
10. Gajapati: 6
11. Ganjam: 12
12. Jagatsinghpur: 97
13. Jajpur: 136
14. Jharsuguda: 8
15. Kalahandi: 12
16. Kandhamal: 18
17. Kendrapada: 77
18. Keonjhar: 56
19. Khurda: 446
20. Koraput: 23
21. Malkangiri: 20— I & PR Department, Odisha (@IPR_Odisha) July 16, 2021
22. Mayurbhanj: 81
23. Nawarangpur: 11
24. Nayagarh: 59
25. Nuapada: 7
26. Puri: 110
27. Rayagada: 18
28. Sambalpur: 16
29. Sonepur: 8
30. Sundargarh: 66
31. State Pool: 85New recoveries: 2563
Cumulative tested: 14915504
Positive: 949929
Recovered: 923209
Active cases: 21742— I & PR Department, Odisha (@IPR_Odisha) July 16, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୨୫୬୩ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୪୯୯୨୯ ରହିଥିବା ବେଳେ ଏହି ରୋଗରୁ ୯୨୩୨୦୯ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୨୧୭୪୨ ଜଣ ଚିକିତ୍ସିତ ହେଉଛନ୍ତି ।