ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଜାରି ରହିଛି । ସଂକ୍ରମିତଙ୍କ ସଂଖ୍ୟା ଉପର ତଳ ହେଉଛି । କେତେବେଳେ ଖସୁଛି ତ ପୁଣି କେତେବେଳେ ବଢୁଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୨୨୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୨୭୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୯୪୩ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
6. Boudh: 16
7. Cuttack: 348
8. Deogarh: 1
9. Dhenkanal: 54
10. Gajapati: 17
11. Ganjam: 12
12. Jagatsinghpur: 126
13. Jajpur: 124
14. Jharsuguda: 10
15. Kalahandi: 5
16. Kandhamal: 14
17. Kendrapada: 95
18. Keonjhar: 42
19. Khurda: 483
20. Koraput: 10
21. Malkangiri: 25— I & PR Department, Odisha (@IPR_Odisha) July 18, 2021
22. Mayurbhanj: 99
23. Nawarangpur: 4
24. Nayagarh: 69
25. Nuapada: 5
26. Puri: 84
27. Rayagada: 29
28. Sambalpur: 41
29. Sonepur: 10
30. Sundargarh: 43
31. State Pool: 100New recoveries: 2400
Cumulative tested: 15066050
Positive: 954326
Recovered: 927926
Active cases: 21289— I & PR Department, Odisha (@IPR_Odisha) July 18, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୨୪୦୦ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୫୪୩୨୬ ରହିଥିବା ବେଳେ ଏହି ରୋଗରୁ ୯୨୭୯୨୬ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୨୧୨୮୯ ଜଣ ଚିକିତ୍ସିତ ହେଉଛନ୍ତି ।