ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ପୁଣି ଥରେ ବୃଦ୍ଧି ପାଉଛି । ସଂକ୍ରମଣ ହାର ଏବେ ଦୃତ ଗତିରେ ବଢି ଚାଲିଛି । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୪୮୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୮୨୩ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୦୦୬ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୪୪୮ ଜଣ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 401
8. Deogarh: 19
9. Dhenkanal: 23
10. Gajapati: 32
11. Ganjam: 49
12. Jagatsinghpur: 46
13. Jajpur: 66
14. Jharsuguda: 189
15. Kalahandi: 48
16. Kandhamal: 8
17. Kendrapada: 24
18. Keonjhar: 63
19. Khurda: 933
20. Koraput: 77
21. Malkangiri: 11
22. Mayurbhanj: 162— I & PR Department, Odisha (@IPR_Odisha) January 10, 2022
23. Nawarangpur: 85
24. Nayagarh: 24
25. Nuapada: 51
26. Puri: 130
27. Rayagada: 82
28. Sambalpur: 644
29. Sonepur: 32
30. Sundargarh: 869
31. State Pool: 219New recoveries: 386
Cumulative tested: 26178973
Positive: 1075698
Recovered: 1046617
Active cases: 20560— I & PR Department, Odisha (@IPR_Odisha) January 10, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୩୮୬ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୭୫୬୯୮ ରହିଥିବା ବେଳେ ୨୦୫୬୦ ଜଣ ଚିକିତ୍ସିତ ହେଉଛନ୍ତି ।