ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ହ୍ରାସ ପାଉଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୧୪୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୬୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୪୭୯ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୨୪୪ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 65
8. Deogarh: 28
9. Dhenkanal: 17
10. Gajapati: 43
11. Ganjam: 13
12. Jagatsinghpur: 26
13. Jajpur: 35
14. Jharsuguda: 13
15. Kalahandi: 35
16. Kandhamal: 33
17. Kendrapada: 27
18. Keonjhar: 22
19. Khurda: 153
20. Koraput: 56
21. Malkangiri: 7
22. Mayurbhanj: 42— I & PR Department, Odisha (@IPR_Odisha) February 13, 2022
23. Nawarangpur: 18
24. Nayagarh: 25
25. Nuapada: 26
26. Puri: 19
27. Rayagada: 44
28. Sambalpur: 46
29. Sonepur: 9
30. Sundargarh: 127
31. State Pool: 32New recoveries: 2081
Cumulative tested: 28418974
Positive: 1277262
Recovered: 1255995
Active cases: 12330— I & PR Department, Odisha (@IPR_Odisha) February 13, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୨୦୮୧ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୭୭୨୬୨ ରହିଥିବା ବେଳେ ୧୨୩୩୦ ଜଣ ଚିକିତ୍ସିତ ହେଉଛନ୍ତି ।