ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ହ୍ରାସ ପାଉଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୪୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୪୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୭୯ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୩୬ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Deogarh: 16
8. Dhenkanal: 3
9. Gajapati: 28
10. Ganjam: 4
11. Jagatsinghpur: 4
12. Jajpur: 16
13. Jharsuguda: 15
14. Kalahandi: 3
15. Kandhamal: 8
16. Kendrapada: 35
17. Keonjhar: 9
18. Khurda: 46
19. Koraput: 19
20. Malkangiri: 3
21. Mayurbhanj: 11
22. Nawarangpur: 4— I & PR Department, Odisha (@IPR_Odisha) February 22, 2022
23. Nayagarh: 7
24. Nuapada: 5
25. Puri: 2
26. Rayagada: 13
27. Sambalpur: 14
28. Sonepur: 4
29. Sundargarh: 96
30. State Pool: 9New recoveries: 1095
Cumulative tested: 28932478
Positive: 1283297
Recovered: 1269253
Active cases: 4955— I & PR Department, Odisha (@IPR_Odisha) February 22, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୧୦୯୫ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୮୩୨୯୭ ରହିଥିବା ବେଳେ ୪୯୫୫ ଜଣ ଚିକିତ୍ସିତ ହେଉଛନ୍ତି ।