ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ହ୍ରାସ ପାଉଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୬ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୭ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୩ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
Covid-19 Report For 25th March
New Positive Cases: 43
Of which 0-18 years: 13
In quarantine: 26
Local contacts: 17(Details of local contacts will be shared by concerned District)
1. Balasore: 3
2. Balangir: 1
3. Boudh: 2
4. Cuttack: 1
5. Gajapati: 6
6. Ganjam: 2
7. Jajpur: 3— I & PR Department, Odisha (@IPR_Odisha) March 26, 2022
8. Jharsuguda: 2
9. Kandhamal: 1
10. Kendrapada: 7
11. Khurda: 5
12. Koraput: 1
13. Mayurbhanj: 1
14. Nuapada: 1
15. Sambalpur: 2
16. Sundargarh: 4
17. State Pool: 1New recoveries: 69
Cumulative tested: 30451013
Positive: 1287421
Recovered: 1277819
Active cases: 431— I & PR Department, Odisha (@IPR_Odisha) March 26, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୬୯ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୮୭୪୨୧ ରହିଥିବା ବେଳେ ୪୩୧ ଜଣ ଚିକିତ୍ସିତ ହେଉଛନ୍ତି ।