ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ହ୍ରାସ ପାଉଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୩୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୫ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୯ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
Covid-19 Report For 28th March
New Positive Cases: 37
Of which 0-18 years: 9
In quarantine: 22
Local contacts: 15(Details of local contacts will be shared by concerned District)
1. Balasore: 3
2. Balangir: 1
3. Cuttack: 1
4. Dhenkanal: 1
5. Gajapati: 6
6. Ganjam: 1— I & PR Department, Odisha (@IPR_Odisha) March 29, 2022
7. Jajpur: 2
8. Kalahandi: 1
9. Kendrapada: 3
10. Khurda: 3
11. Koraput: 4
12. Mayurbhanj: 2
13. Puri: 1
14. Sundargarh: 7
15. State Pool: 1New recoveries: 49
Cumulative tested: 30577562
Positive: 1287549
Recovered: 1277970
Active cases: 406— I & PR Department, Odisha (@IPR_Odisha) March 29, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୪୯ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୮୭୫୪୯ ରହିଥିବା ବେଳେ ୪୦୬ ଜଣ ଚିକିତ୍ସିତ ହେଉଛନ୍ତି ।