ପୁରୀ (ଏଟିଆର ବ୍ୟୁରୋ): ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ବୀର ବିକ୍ରମ ଯାଦବ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ପୁରୀରେ ପହଁଚିବା ପରେ ବିର ବିକ୍ରମ ଯାଦବଙ୍କୁ ପ୍ରଶାସନ ପକ୍ଷରୁ ସ୍ୱାଗତ ଜଣାଯାଇଥିଲା ।
ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀଯୁକ୍ତ ଯାଦବ ଶ୍ରୀମନ୍ଦିର ଚୂଲି ଭାଙ୍ଗିବା ଘଟଣାକୁ ତର୍ଜମା କରିଛନ୍ତି । ଏହାସହିତ କିଭଳି ଶ୍ରୀମନ୍ଦିରକୁ ଆହୁରୀ ଅଧିକ ସୁରକ୍ଷା ଦିଆଯାଇ ପାରିବ ସେନେଇ ଅନୁଧ୍ୟାନ କରିଛନ୍ତି ବିକ୍ରମ ଯାଦବ ।