କଟକ (ଏଟିଆର ବ୍ୟୁରୋ): ବାରବାଟୀ ଟି-ଟ୍ୱେଣ୍ଟି ବାଇଁ ବାକି ରହିଲା ଆଉ ମାତ୍ର ୬ ଦିନ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପ୍ରର୍ଯ୍ୟାୟରେ ପହଁଚିଛି । ଏହାସହିତ ଷ୍ଟାଡିୟମକୁ ସମ୍ପୂର୍ଣ୍ଣ ନବକଳେର କରାଯାଇଛି ।
ସମସ୍ତ ପୁରୁଣା ଜିନିଷକୁ ବଦଳାଇ ନୂଆ କରାଯାଇଛି । ଆଉଟଫିଲ୍ଡ, ଡେସିଂ ରୁମ୍, ଫର୍ଡଲାଇଟ, ପିଚ୍ କଭର ଓ ପିଚ୍ ଶୁଖାଇବାକୁ ସୁପର ସ୍ୱିପ୍ପର ଭଳି ଅତ୍ୟାଧୁନିକ କୌଶଳ ଆପଣାଯାଇଛି ।