ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପ୍ରତ୍ୟେକ ଶୁଭ କାର୍ଯ୍ୟ ଆରମ୍ଭରେ ଗଣେଶ ଭଗବାନଙ୍କୁ ଆରାଧନା କରାଯାଇଥାଏ । ହିନ୍ଦୁ ଧର୍ମରେ ଗଣେଶ ଭଗବାନଙ୍କୁ ବିଘ୍ନହର୍ତା ନାମରେ ଜଣାଯାଇଥାଏ । ବିଶ୍ୱାସ ରହିଛି କି ଯଦି ହୃଦୟର ସହ ଗଣେଶ ଭଗବାନଙ୍କର ପୂଜାର୍ଚ୍ଚନା କରାଯାଏ ତେବେ ସେ ପ୍ରସନ୍ନ ହୋଇ ଭକ୍ତଙ୍କ ସମସ୍ତ ଦୁଃଖ-କଷ୍ଟ, ବିଘ୍ନ ଦୂର କରି ଦିଅନ୍ତି । ସେହିପରି ବୁଧବାରକୁ ଗଣେଶ ଭଗବାନଙ୍କୁ ସମର୍ପିତ କରାଯାଇଛି । ଏହିଦିନ ବିଧି ବିଧାନ ସହ ପୂଜା କରିବା ଏବଂ ଗଣେଶ ଚାଳିଶା ସହ ଏହି ମନ୍ତ୍ର ଜପିବା ଉଚିତ୍ ।
ମନସ୍କାମନା ପୂର୍ତ୍ତି ପାଇଁ:
ଓଁ ଏକଦନ୍ତାୟ ବିଦ୍ମହେ ବକ୍ରତୁଣ୍ଡାୟ ଧୀମହି ତନ୍ନୋ ବୃଦ୍ଧି ପ୍ରଚୋଦୟାତ । ।
ଆର୍ଥିକ ସମସ୍ୟା ଦୂର ପାଇଁ ;
ଓଁ ନମୋ ଗଣପତୟେ କୁବେର ୟେକଦ୍ରିକ ଫଟ୍ ସ୍ୱାହା । ।
କାର୍ଯ୍ୟ ପୂର୍ଣ୍ଣ ପାଇଁ :
ବକ୍ର ତୁଣ୍ଡ ମହାକାୟ, ସୂର୍ଯ୍ୟ କୋଟି ସମପ୍ରଭଃ ।
ନିର୍ବିଘ୍ନ କୁରୁ ମେ ଦେବ ଶୁଭ କାର୍ଯ୍ୟେଷୁ ସର୍ବଦା । ।
ଭାଗ୍ୟ ଉଜ୍ୱଳ ପାଇଁ :
ନମାମି ଦେବଂ ସକଳାର୍ଥଦଂ ତଂ ସୁବର୍ଣ୍ଣବର୍ଣ୍ଣ ଭୁଜଗୋପବିତମଂ ।
ଗଜାନନ ଭାଷ୍କରମେକଦନ୍ତ ଲମ୍ବୋଦର ବରିଭାବସନଂ ଚ । ।
ବିଘ୍ନ ଦୂର କରିବା ପାଇଁ:
ଏକଦନ୍ତଂ ମହାକାୟଂ ଲମ୍ବୋଦରଗଜାନନମଂ ।
ବିଘ୍ନନାଶକରଂ ଦେବଂ ହେରମ୍ବଂ ପ୍ରଣମାମ୍ୟହମ୍ । ।
ଶତୃ ଉପରେ ବିଜୟ ପ୍ରାପ୍ତ ପାଇଁ :
ଦୁବିମୌ ଗ୍ରସତେ ଭୂମିଃ ସର୍ପୋ ବିଲଶୟାନିବଂ ।
ପରିବାରର ସୁରକ୍ଷା ପାଇଁ :
ଋକ୍ଷ ରକ୍ଷ ଗଣାଧ୍ୟକ୍ଷ ରକ୍ଷ ତ୍ରୈଲୋକ୍ୟରକ୍ଷକଂ ।
ଭକ୍ତାନାମଭୟଂ କର୍ତ୍ତା ତ୍ରାତା ଭବ ଭବାର୍ଣ୍ଣବାତ୍ । ।
ଅସାଧ୍ୟ ରୋଗ ପାଇଁ ;
ଓଁ ଗଣେଶ ମହାଲକ୍ଷେ୍ମ÷ ନମଃ । ।
ସନ୍ତାନ ପ୍ରାପ୍ତି ପାଇଁ :
ଗଂ ଗଣପତ୍ୟେ ପୁତ୍ର ବରଦାନ ନମଃ । ।