ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ବୃଦ୍ଧି ପାଇବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୬୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୫ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ୬୬ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୨୪ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
Covid-19 Report For 28th June
New Positive Cases: 161
Of which 0-18 years: 24
In quarantine: 95
Local contacts: 66(Details of local contacts will be shared by concerned District)
1. Balasore: 8
2. Bhadrak: 3
3. Cuttack: 32
4. Jagatsinghpur: 3
5. Jajpur: 2
6. Jharsuguda: 3— I & PR Department, Odisha (@IPR_Odisha) June 29, 2022
7. Keonjhar: 1
8. Khurda: 60
9. Mayurbhanj: 1
10. Nuapada: 1
11. Puri: 5
12. Rayagada: 5
13. Sambalpur: 1
14. Sonepur: 8
15. Sundargarh: 13
16. State Pool: 15New recoveries: 49
Cumulative tested: 32069101
Positive: 1289602
Recovered: 1279794
Active cases: 629— I & PR Department, Odisha (@IPR_Odisha) June 29, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୪୯ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୮୯୬୦୨ ରହିଥିବା ବେଳେ ୬୨୯ ଜଣ ଚିକିତ୍ସିତ ହେଉଛନ୍ତି ।