ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ବୃଦ୍ଧି ପାଇବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୭୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୩୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୩୦୭ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୯୫ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 34
8. Deogarh: 2
9. Dhenkanal: 3
10. Gajapati: 7
11. Ganjam: 2
12. Jagatsinghpur: 4
13. Jajpur: 4
14. Jharsuguda: 18
15. Kalahandi: 10
16. Kandhamal: 11
17. Kendrapada: 5
18. Keonjhar: 12
19. Khurda: 138
20. Koraput: 12
21. Mayurbhanj: 84
22. Nawarangpur: 4— I & PR Department, Odisha (@IPR_Odisha) July 25, 2022
23. Nayagarh: 22
24. Nuapada: 8
25. Puri: 11
26. Rayagada: 15
27. Sambalpur: 113
28. Sonepur: 15
29. Sundargarh: 114
30. State Pool: 32New recoveries: 778
Cumulative tested: 32519009
Positive: 1307249
Recovered: 1290663
Active cases: 7400— I & PR Department, Odisha (@IPR_Odisha) July 25, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୭୭୮ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୦୭୨୪୯ ରହିଥିବା ବେଳେ ୭୪୦୦ ଜଣ ଚିକିତ୍ସିତ ହେଉଛନ୍ତି ।