ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ବୃଦ୍ଧି ପାଇବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୬୬୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୮୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୭୫ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୦୪ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 38
8. Deogarh: 5
9. Gajapati: 5
10. Ganjam: 1
11. Jagatsinghpur: 10
12. Jajpur: 8
13. Jharsuguda: 4
14. Kalahandi: 12
15. Kandhamal: 9
16. Kendrapada: 3
17. Khurda: 152
18. Koraput: 15
19. Mayurbhanj: 78
20. Nawarangpur: 6
21. Nayagarh: 12
22. Nuapada: 11
23. Puri: 6— I & PR Department, Odisha (@IPR_Odisha) July 26, 2022
24. Rayagada: 11
25. Sambalpur: 48
26. Sonepur: 13
27. Sundargarh: 142
28. State Pool: 28New recoveries: 1006
Cumulative tested: 32536968
Positive: 1307911
Recovered: 1291669
Active cases: 7054— I & PR Department, Odisha (@IPR_Odisha) July 26, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୧୦୦୬ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୦୭୯୧୧ ରହିଥିବା ବେଳେ ୭୦୫୪ ଜଣ ଚିକିତ୍ସିତ ହେଉଛନ୍ତି ।