ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ବୃଦ୍ଧି ପାଇବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୮୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୮୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୩୪୮ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୬୯ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 20
8. Deogarh: 6
9. Dhenkanal: 2
10. Gajapati: 6
11. Ganjam: 2
12. Jagatsinghpur: 4
13. Jajpur: 14
14. Jharsuguda: 16
15. Kalahandi: 25
16. Kandhamal: 16
17. Kendrapada: 7
18. Keonjhar: 8
19. Khurda: 117
20. Koraput: 17
21. Mayurbhanj: 55
22. Nawarangpur: 33— I & PR Department, Odisha (@IPR_Odisha) August 5, 2022
23. Nayagarh: 19
24. Nuapada: 21
25. Puri: 7
26. Rayagada: 9
27. Sambalpur: 62
28. Sonepur: 14
29. Sundargarh: 242
30. State Pool: 27New recoveries: 979
Cumulative tested: 32744642
Positive: 1317309
Recovered: 1301930
Active cases: 6181— I & PR Department, Odisha (@IPR_Odisha) August 5, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୯୭୯ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୧୭୩୦୯ ରହିଥିବା ବେଳେ ୬୧୮୧ ଜଣ ଚିକିତ୍ସିତ ହେଉଛନ୍ତି ।