ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ ଲଞ୍ଚ ହେଲା ସର୍ଭାଇକଲ କ୍ୟାନ୍ସର ଭ୍ୟାକ୍ସିନ୍ । ଆସନ୍ତା କିଛି ମାସ ଭିତରେ ସର୍ଭାଇକାଲ କ୍ୟାନ୍ସର ପାଇଁ ଏହି ଭ୍ୟାକ୍ସିନ ଉପଲବ୍ଧ ହେବ ବୋଲି ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ସିଇଓ ଆଦାର ପୁନୱାଲା ସୂଚନା ଦେଇଛନ୍ତି । ଏହା ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ବହୁତ ବଡ ସଫଳତା । ଏହି ଭ୍ୟାକ୍ସିନ ସର୍ଭାଇକାଲ କ୍ୟାନ୍ସର ବିରୋଧରେ ଲଢିବ ।
ସର୍ଭାଇକଲ କ୍ୟାନ୍ସର ଏକ ପ୍ରକାରର କ୍ୟାନ୍ସର । ଏହା ଗର୍ଭାଶୟର କୋଷରୁ ସୃଷ୍ଟି ହୋଇଥାଏ ।