ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ମିଟର ଉପର ତଳ ହେବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୭୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୭୨ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୩ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 20
8. Deogarh: 3
9. Ganjam: 2
10. Jagatsinghpur: 3
11. Jajpur: 6
12. Jharsuguda: 1
13. Kalahandi: 2
14. Kandhamal: 1
15. Kendrapada: 5
16. Khurda: 55
17. Koraput: 1
18. Malkangiri: 1
19. Mayurbhanj: 8
20. Nawarangpur: 5
21. Nayagarh: 7— I & PR Department, Odisha (@IPR_Odisha) September 3, 2022
22. Nuapada: 5
23. Puri: 9
24. Rayagada: 4
25. Sambalpur: 1
26. Sundargarh: 10
27. State Pool: 13New recoveries: 236
Cumulative tested: 33219994
Positive: 1328244
Recovered: 1317278
Active cases: 1734— I & PR Department, Odisha (@IPR_Odisha) September 3, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୨୩୬ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୨୮୨୪୪ ରହିଥିବା ବେଳେ ୧୭୩୪ ଜଣ ଚିକିତ୍ସିତ ହେଉଛନ୍ତି ।