ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ମିଟର ଉପର ତଳ ହେବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୨୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩୬ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୯୫ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୩୭ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Gajapati: 1
8. Ganjam: 2
9. Jagatsinghpur: 7
10. Jajpur: 7
11. Jharsuguda: 1
12. Kalahandi: 9
13. Kandhamal: 1
14. Kendrapada: 3
15. Khurda: 68
16. Koraput: 2
17. Mayurbhanj: 1
18. Nawarangpur: 14
19. Nayagarh: 16
20. Nuapada: 4
21. Puri: 3
22. Rayagada: 2— I & PR Department, Odisha (@IPR_Odisha) September 6, 2022
23. Sambalpur: 7
24. Sonepur: 1
25. Sundargarh: 21
26. State Pool: 16New recoveries: 375
Cumulative tested: 33258238
Positive: 1328875
Recovered: 1318062
Active cases: 1578— I & PR Department, Odisha (@IPR_Odisha) September 6, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୩୭୫ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୨୮୮୭୫ ରହିଥିବା ବେଳେ ୧୫୭୮ ଜଣ ଚିକିତ୍ସିତ ହେଉଛନ୍ତି ।