ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ମିଟର ଉପର ତଳ ହେବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୫ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୦୬ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
Covid-19 Report For 17th Oct
New Positive Cases: 59
Of which 0-18 years: 6
In quarantine: 34
Local contacts: 25(Details of local contacts will be shared by concerned District)
1. Bargarh: 1
2. Balangir: 1
3. Cuttack: 4
4. Deogarh: 1
5. Jagatsinghpur: 5
6. Jajpur: 4— I & PR Department, Odisha (@IPR_Odisha) October 18, 2022
7. Khurda: 7
8. Mayurbhanj: 8
9. Nuapada: 3
10. Puri: 5
11. Rayagada: 2
12. Sambalpur: 2
13. Sonepur: 1
14. Sundargarh: 14
15. State Pool: 1New recoveries: 95
Cumulative tested: 33732858
Positive: 1335562
Recovered: 1325773
Active cases: 534— I & PR Department, Odisha (@IPR_Odisha) October 18, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୯୫ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୩୫୫୬୨ ରହିଥିବା ବେଳେ ୫୩୪ ଜଣ ଚିକିତ୍ସିତ ହେଉଛନ୍ତି ।