ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ମିଟର ଉପର ତଳ ହେବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୭ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୦୫ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
Covid-19 Report For 26th Oct
New Positive Cases: 41
Of which 0-18 years: 5
In quarantine: 24
Local contacts: 17(Details of local contacts will be shared by concerned District)
1. Balasore: 1
2. Bargarh: 1
3. Balangir: 1
4. Cuttack: 8
5. Jagatsinghpur: 1
6. Kalahandi: 2— I & PR Department, Odisha (@IPR_Odisha) October 27, 2022
7. Keonjhar: 1
8. Khurda: 4
9. Koraput: 2
10. Mayurbhanj: 3
11. Nawarangpur: 3
12. Puri: 3
13. Sambalpur: 2
14. Sonepur: 1
15. Sundargarh: 7
16. State Pool: 1New recoveries: 75
Cumulative tested: 33804274
Positive: 1336000
Recovered: 1326410
Active cases: 334— I & PR Department, Odisha (@IPR_Odisha) October 27, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୪୧ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୩୬୦୦୦ ରହିଥିବା ବେଳେ ୩୩୪ ଜଣ ଚିକିତ୍ସିତ ହେଉଛନ୍ତି ।