ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରିଅଲମି ତାର ନୂତନ ସ୍ମାର୍ଟଫୋନ ରିଅଲମି ଜିଟି ନିଓ ୫ ଲଞ୍ଚ କରିଛି । ଦୁଇଟି ଚାର୍ଜିଂ ଅପ୍ସନ ସହ ଫୋନ ଟି ଲଞ୍ଚ ହୋଇଛି । ଯେଉଁଥିରେ ୨୪୦ୱାଟ ଏବଂ ୧୫୦ୱାଟ ସାମିଲ ରହିଛି । ଦୀର୍ଘ ଦିନ ଧରି ଏହି ଫୋନର ଚର୍ଚ୍ଚା ହେଉଥିଲା କିନ୍ତୁ ଏବେ ଏହା ବଜାରକୁ ଆସି ସାରିଛି ।
ଫିଚର୍ସ:
ଡିସପ୍ଲେ- ୬.୪ ଇଂଚର ଓଏଲଇଡି ସ୍କ୍ରିନ,୧୪୪ଏଚଜେଡ ରିଫ୍ରେସ ରେଟ ଏବଂ ୧.୫କେ ରେଜଲୁଶନ
ବ୍ରାଇଟନେସ୍- ୧୪୦୦ ନିଟ୍ସ ବ୍ରାଇଟନେସ
ପ୍ରୋସେସର- କ୍ୱାଲକମ ସ୍ନାପଡ୍ରାଗନ ୮ +ଜେନ ୧ ପ୍ରୋସେସର
ର୍ୟାମ ଏବଂ ଷ୍ଟୋରେଜ୍- ୧୬ଜିବି ଯାଏଁ ଏଲପିଡିଡିଆର୫ଏକ୍ସ ର୍ୟାମ ଏବଂ ୧ଜିବି ପର୍ଯ୍ୟନ୍ତ ୟୁଏଫଏସ ୩.୧ ଷ୍ଟୋରେଜ୍
କ୍ୟାମେରା- ଟ୍ରିପଲ ରିୟର କ୍ୟାମେରା, ୫୦ଏମପି ପ୍ରାଇମେରୀ,୮ଏମପି ଅଲ୍ଟ୍ରା ୱାଇଡ ଏବଂ ୨ଏମପି ମାକ୍ରୋ ସେଂସର ଏବଂ ୧୬ଏମପିର ଫ୍ରଣ୍ଟ କ୍ୟାମେରା ।
ଫୋନର ୧୫୦ୱା ବିଶିଷ୍ଟ ଭାରିଆଣ୍ଟ କୁ ୩ଟି ଷ୍ଟୋରେଜ ଅପ୍ସନ ସହ ଲଞ୍ଚ କରାଯାଇଛି । ଏହାର ବେସ୍ ମଡେଲ (୮ଜିବି ର୍ୟାମ+୨୫୬ଜିବି) ର ଦାମ୍ ପାଖାପାଖି ୩୦,୪୩୦ ଟଙ୍କା ହୋଇଥିବା ବେଳେ ୧୨ଜିବି ର୍ୟାମ+୨୫୬ଜିବି ଏବଂ୧୬ଜିବି ର୍ୟାମ+୨୫୬ଜିିବ ର ଦାମ ପାଖାପାଖି ୩୨,୮୭୦ ଏବଂ ୩୫,୩୦୦ ରହିଛି ।
ସେହିପରି ୨୪୦ୱାଟ ଭ୍ୟାରିଆଣ୍ଟକୁ ଦୁଇଟି ଷ୍ଟୋରେଜ୍ ଅପ୍ସନ ସହ ଲଞ୍ଚ କରାଯାଇଛି । ୧୬ଜିବି ର୍ୟାମ+୨୫୬ଜିବି ର ଦାମ୍ ୩୮,୯୬୬ ଟଙ୍କା ହୋଇଥିବା ବେଳେ ୧୬ଜିବି ର୍ୟାମ+୧ଟିବି ର ଦାମ୍ ୪୨,୬୦୦ ଟଙ୍କା ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024