ସମ୍ବଲପୁର (ଏଟିଆର ବ୍ୟୁରୋ): ଆସନ୍ତାକାଲି ସକାଳ ୧୦ ଟା ପର୍ଯ୍ୟନ୍ତ ସମ୍ବଲପୁରରେ ଇଣ୍ଟରନେଟ୍ ସେବା ଉପରେ କଟକଣା ଜାରି ରହିଛି । ବ୍ୟବହାର ହେବନି ସୋସିଆଲ ମିଡିଆ ।
ଅନ୍ୟପଟେ ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି ପାଇଁ ସମ୍ବଲପୁରରେ କର୍ଫ୍ୟୁ କୋହଳ ହୋଇଛି । ସକାଳ ସାଢେ ସାତଟାରୁ ସାଢେ ଏଗାରଟା ଏବଂ ଅପରାହ୍ନ ସାଢେ ତିନିଠାରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ଖୋଲିବ ।