ପୁରୀ (ଏଟିଆର ବ୍ୟୁରୋ): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହୋଇଯାଇଛି ରଥ ନିର୍ମାଣ କାର୍ଯ୍ୟ । ଚଳଚଞ୍ଚଳ ହୋଇ ଉଠିଛି ରଥଖଳା । ରଥ ଚକ ପାଇଁ ତୁମ୍ବ ନିର୍ମାଣ କାର୍ଯ୍ୟ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହୋଇଛି ।
ଶ୍ରୀକ୍ଷେତ୍ର ଭଉଁଣୀ ଅବସରରେ ୬ ଟି ଅଖ ସହ ତିନୋଟି ଅଖ ଡେରାଯିବାର ବିଧି ଥିବାରୁ ବିଶ୍ୱକର୍ମା ସେବାୟତ ମାନେ ଜୋରସୋରରେ ପ୍ରସ୍ତୁତି ଚଳେଇଛନ୍ତି ।