ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସୁଛି ଏକ ଲଘୁଚାପ । ଦକ୍ଷୀଣ ବଙ୍ଗୋପସାଗରରେ ମେ ୫ ତାରିଖ ପାଖାପାଖି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପୂର୍ବନୁମାନ କରିଛନ୍ତି ।
ମାତ୍ର ଓଡିଶା ଉପରେ ଏହି ଲଘୁଚାପର ପ୍ରଭାବ ରହିବ ନାହିଁ କିନ୍ତୁ ଦକ୍ଷୀଣ ବଙ୍ଗୋପସାଗର ତଥା ନିକଟବର୍ତ୍ତି ଅଞ୍ଚଳରେ ଏହାର ପ୍ରଭାବ ରହିବ । ଅବଶ୍ୟ ଏହି ସମୟରେ ମତ୍ସ୍ୟଜିବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।