ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦେବଙ୍କର ଦେବ ମହାଦେବ । ତାଙ୍କ କୃପାରୁ ବଡରୁ ବଡ ଶଙ୍କଟ ଦୂର ହୋଇଯାଏ । ଶାସ୍ତ୍ରରେ ଭଗବାନ ଶିବଙ୍କର ଅନେକ ଚମତକାରୀ ମନ୍ତ୍ର ରହିଛି । ସେଥିରୁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଅନ୍ୟତମ ।
ଯଦି ଆପଣ ଭୟମୁକ୍ତ, ରୋଗମୁକ୍ତ, ଅକାଳ ମୃତ୍ୟୁରୁ ନିଜକୁ ରକ୍ଷା କରିବା ପାଇଁ ଚାହୁଁଛନ୍ତି ତେବେ ଭଗବାନ ଶିବଙ୍କର ସବୁଠୁ ପ୍ରିୟ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପନ୍ତୁ । ଏହି ମନ୍ତ୍ର ଜପିବା ଦ୍ୱାରା ଖୁବ୍ ପ୍ରସନ୍ନ ହୋଇଥାନ୍ତି ମହାଦେବ । ଏହି ମନ୍ତ୍ରର ଉଲେଖ ରୁଗବେଦ ଠୁ ନେଇ ଚର୍ତୁବେଦ ରେ କରାଯାଇଛି ।
ମନ୍ତ୍ର:
ଓଁ ତ୍ରୟମ୍ବକଂ ୟଜାମହେ ସୁଗନ୍ଧିଂ ପୃଷ୍ଟିବର୍ଦ୍ଧନମ
ଉର୍ବାରୁକମିବ ବନ୍ଧନାନ୍ ମୃତ୍ୟୁମୁର୍ଖି ମାମୃତାତ୍ । ।