ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯୁକ୍ତ ଦୁଇର ସିଟ୍ ସଂଖ୍ୟା ବଢିବା ନେଇ ନିଷ୍ପତି । ମାଟ୍ରିକ ରେଜଲ୍ଡ ହାରକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇରେ ସିଟ୍ ର ଅଭାବ ନହେବା ପାଇଁ ଏହି ନିଷ୍ପତି ନିଆଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ସାମ୍ବାଦିକ ସମ୍ମିଳନୀ ଯୋଗେ ଏହି ସୂଚନା ଦେଇଛନ୍ତି ।
ମୋ ସ୍କୁଲ ଅଭିଯାନରେ ବିଦ୍ୟଳୟ ଗୁଡିକର ଭିତ୍ତିଭୂମି ବିକାଶ ହୋଇଛି । ୨୦୨୩ ମସିହା ଶେଷ ସୁଦ୍ଧା ରାଜ୍ୟରେ ସମସ୍ତ ହାଇସ୍କୁଲରେ ଆଇଟି ଲ୍ୟାବ ଉପଲବ୍ଧ କରାଯିବ ।