ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୃଥିବୀର ୧,୨୭,୬୦୯ କିମିଞ୍ଚ୨୩୬ କିମି କକ୍ଷପଥରେ ପହଞ୍ଚି ସାରିଛି ଚନ୍ଦ୍ରଯାନ୩ । ବର୍ତ୍ତମାନ ଏହା ଟ୍ରାନ୍ସଲୁନାର ଇଞ୍ଜେକ୍ସନ ପାଇଁ ପ୍ରସ୍ତୁତ ହେଉଛି । ଏନେଇ ପକ୍ଷରୁ ସୂଚନା ଦିଆଯାଇଛି ।
ଅଗଷ୍ଟ ପହିଲାରେ ଧାର୍ଯ୍ୟ ହୋଇଥିବା ଟିଏଲଆଇ ମହାକାଶଯାନକୁ ଚନ୍ଦ୍ର ଆଡକୁ ସ୍ଲିଙ୍ଗସଟ୍ କରିବ । ଏହାପରେ ଚନ୍ଦ୍ରଯାନ-୩ ର ଚନ୍ଦ୍ର ଯାତ୍ରା ଆରମ୍ଭ ହେବ ।