ସମ୍ବଲପୁର (ଏଟିଆର ବ୍ୟୁରୋ): ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ । ଏହାକୁ ମିଶାଇ ମୋଟ ୨୬ ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବଢିବାରୁ ଗେଟ୍ ଖୋଲାଯାଇଛି ।
ବାମପଟରୁ ୧୬ ଟି ଗେଟ୍ ଖୋଲା ଯାଇଥିବା ବେଳେ ଦକ୍ଷୀଣ ପଟରୁ ୧୦ ଟି ଖୋଲା ଯାଇଛି ।