କଟକ (ଏଟିଆର ବ୍ୟୁରୋ): ଶେଷ ହୋଇଛି ଐତିହାସିକ ବାଲିଯାତ୍ରା । ଏଥର ୯ ଦିନ ଧରି ଚାଲିଥିଲା ଏସିଆର ସର୍ବବୃହତ ମୁକ୍ତକାଶ ବାଣିଜ୍ୟ ମେଳା । ନଭେମ୍ବର ୨୭ ରୁ ଆରମ୍ଭ ହୋଇ ଡିସେମ୍ବର ୫ ତାରିଖ ଯାଏଁ ଚାଲିଥିଲା ।
ଚଳିତବର୍ଷ ଐତିହାସିକ ବାଲିଯାତ୍ରା ୮ ଦିନ ଚାଲିବା ପାଇଁ ଅନୁମତି ରହିଥତିିଲା ହେଲେ ଲୋକଙ୍କ ଆଗ୍ରହ ଦେଖି ଯାତ୍ରାକୁ ଆଉ ଗେ।।ଟ ଦିନ ପାଇଁ କରାଯାଇଥିଲା । ଯାହାଫଳରେ ମଙ୍ଗଳବାର ଯାଏଁ ଚାଲିଥିଲା । ଏଥର ବାଲିଯାତ୍ରାରେ ବ୍ୟବସାୟୀମାନେ ଭଲ ବ୍ୟବସାୟ ମଧ୍ୟ କରିଛନ୍ତି । ସେହିପରି ବାଲିଯାତ୍ରା ବୁଲିବାକୁ ଆସିଥିବା ଲୋକେ ମଧ୍ୟ ଭରପୁର ମନରଞ୍ଜନ କରିଛନ୍ତି ।