ସୁନ୍ଦରଗଡ (ଏଟିଆର ବ୍ୟୁରୋ): ବର୍ଷା ଯୋଗୁଁ ସୁନ୍ଦରଗଡ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଓ ଅଙ୍ଗନୱାଡି କେନ୍ଦ୍ର ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ ପ୍ରଧାନ ସୂଚନା ଦେଇଛନ୍ତି ।
ଜିଲ୍ଲାରେ ଗତ ବୁଧବାରଠୁ ବର୍ଷା ଲାଗି ରହିଛି ଆଗକୁ ଆହୁରି ବର୍ଷା ଥିବା ହେତୁ ଆଗୁଆ ସତର୍କତା ପଦକ୍ଷେପ ନେଇଛନ୍ତି ଜିଲ୍ଲାପାଳ ।