ଭୁବନେନଶ୍ୱର (ଏଟିଆର ବ୍ୟୁରୋ): ପୁଣି ଥରେ ଓଡିଶାରେ କାୟା ମେଲାଇଛି କରୋନା ମହାମାରୀ । ରାଜ୍ୟରେ ପୁଣି ଆଉ ଦୁଇ କରୋନା ମାମଲା ଚିହ୍ନଟ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୫ ରେ ପହଁଚିଛି । ଯାହାଫଳରେ ରାଜ୍ୟରେ ଧୀରେ ଧୀରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା ।
କରୋନାର ନୂତନ ଭାରିଆଣ୍ଟ ଜେଏନ୍.୧ ସଂକ୍ରମଣ ଦେଶରେ ବୃଦ୍ଧି ହେଉଥିବା ବେଳେ ଓଡିଶାରେ ମଧ୍ୟ ଏହା ଏଣ୍ଟ୍ରି କରିଛି । ଯାହା ସତର୍କ ଘଣ୍ଟି ସଦୃଶ ହୋଇଛି ।