ବିଷାକ୍ତ ଗ୍ୟାସ ଲିକ, ୩ ମୃତ ଶତାଧିକ ଆକ୍ରାନ୍ତ
ବିଶାଖାପାଟଣା( ଏଟିଆର ବ୍ୟୁରୋ): ଆଜି ସକାଳେ ବିଶାଖାପାଟଣାରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ଫାର୍ମ କମ୍ପାନୀରୁ ଏହି ଗ୍ୟାସ ଲିକ ହୋଇଛି । ଏହି ବିଷାକ୍ତ ଗ୍ୟାସ ଲିକ ହେବା ଫଳରେ ପାଖାପାଖି କମ୍ପାନୀଠାରୁ ୩ କିଲୋମିଟର ପର୍ଯ୍ୟନ୍ତ ଲୋକ ପ୍ରଭାବିତ ହୋଇଛନ୍ତି । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ନିସ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେବାରୁ ସେମାନଙ୍କୁ ବିଭିନ୍ନ ଅସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ବିଷାକ୍ତ … Continue reading ବିଷାକ୍ତ ଗ୍ୟାସ ଲିକ, ୩ ମୃତ ଶତାଧିକ ଆକ୍ରାନ୍ତ
Copy and paste this URL into your WordPress site to embed
Copy and paste this code into your site to embed