ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅହମଦାବାଦରୁ ବେଙ୍ଗାଲୁରୁ ଯାଉଥିବା ଗୋ ଏୟାର ବିମାନରେ ନିଆଁ । କୌଣସି କାରଣ ବସତଃ ବିମାଟର ଡାହାଣ ଇଞ୍ଜିନ୍ କୌଣସି ଜିନିଷ ସହ ମାଡ ହୋଇଯିବାରୁ ସେଥିରେ ନିଆଁ ଲାଗି ଯାଇଛି ।
GoAir: The right engine of GoAir Ahmedabad to Bengaluru flight suspected to have suffered from a foreign object damage while on take-off roll. The suspected FOD resulted in a small fire which has been doused. All passengers and crew are safe. (file pic) pic.twitter.com/gx4fnzrgJQ
— ANI (@ANI) February 18, 2020
ବିମାନରେ ଲାଗିଥିବା ନିଆଁକୁ ଏବେ ଆୟତ୍ତ କରାଯାଇଛି । ଏହାସହିତ ବିମାନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଏବଂ କ୍ରିଉ ସଦସ୍ୟ ସୁରକ୍ଷିତ ଥିବା ସୂଚନା ମିଳିଛି ।
କୁହାଯାଉଛି କି ବିମାନଟି ଟେକ୍ ଅଫ୍ କରୁଥିବା ସମୟରେ ଫରେନ୍ ଅବଜେକ୍ଟ ଡ୍ୟାମେଜ୍ ସହ ମାଡ ହୋଇଯିବାରୁ ବିମାନର ଡାହାଣ ଇଞ୍ଜିନ୍ ରେ ନିଆଁ ଲାଗିଯାଇଥିଲା ।