ନୂଆ ବିଶ୍ୱ କିର୍ତୀମାନ ସ୍ଥାପନ କଲା ଭାରତୀୟ ରେଳବାଇ – ପ୍ରଥମ ଦୁଇଥାକିଆ ମାଲବାହୀ ଟ୍ରେନ ଚଳାଚଳ
ବିଦ୍ୟୁତକରଣ ହୋଇଥିବା ରେଳଧାରଣାରେ ଅଧିକ ଉଚ୍ଚତା ବିଶିଷ୍ଟ ଓଭର ହେଡ ଉପକରଣ (ଓଏଚଇ)ରେ ସଫଳତା ପୂର୍ବକ ଦୁଇ ଥାକିଆ ମାଲବାହୀ କଂଟେନର ପରିବହନ କରି ଭାରତୀୟ ରେଳବାଇ ଏକ ନୂଆ ବିଶ୍ୱ କିର୍ତ୍ତୀମାନ ପ୍ରତିଷ୍ଠା ...