WEATHER REPORT ଆଜି ୫ ଜିଲ୍ଲାକୁ ବର୍ଷା ସମ୍ଭାବନା ATRNEWS BUREAU 29 Feb 2024 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ରାଜ୍ୟର ୫ଟି ଜିଲ୍ଲାକୁ ବର୍ଷା ହେବାର ସମ୍ଭାବନା ରହିଛି । ସେହି ଜିଲ୍ଲାଗୁଡିକ ହେଉଛି ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର ଓ ରାୟଗଡା । ଏହାପରେ ଆଗକୁ ପାଗ ... Read More »
ODISHA ସ୍ୱପ୍ନ ଆପଣଙ୍କର,ଏହାକୁ ସତ କରିବ ‘ଅର୍ବାନ ସେରେନୋ’ ATRNEWS BUREAU 27 Feb 2024 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜଧାନୀ ରେ ଘର ଖଣ୍ଡେ କିଣିବା ସମସ୍ତଙ୍କର ସ୍ୱପ୍ନ । କିନ୍ତୁ ଏକାସଙ୍ଗରେ ଉପଯୁକ୍ତ ମୂଲ୍ୟ ଓ ସମସ୍ତ ସୁବିଧା ମିଳି ପାରୁନିଥିବା ହେତୁ ବେଳେ ବେଳେ କିଛି ଜଣଙ୍କ ... Read More »
ODISHA ମିଶନ ଶକ୍ତି ମା’ ଙ୍କ ପାଇଁ ଭେଟି, ବିନା ସୁଧରେ ମିଳିବ ୧୦ ଲକ୍ଷ ଯାଏଁ ଋଣ ATRNEWS BUREAU 27 Feb 2024 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମିଶନ ଶକ୍ତି ବଜାରର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମିଶନ ଶକ୍ତି ମା ମାନଙ୍କୁ ଭେଟି ରୂପେ ବଡ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ... Read More »
ODISHA ପୁରୀ ଓ ଝାରସୁଗୁଡାରେ ମହିଳା କ୍ରିକେଟ ଗ୍ରାଉଣ୍ଡ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ATRNEWS BUREAU 27 Feb 2024 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମହିଳା କ୍ରିକେଟ ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଓ ଝାରସୁଗୁଡାରେ ମହିଳା କ୍ରିକେଟ ଗ୍ରାଉଣ୍ଡର ଉଦଘାଟନ କରିବେ । ଏକାଧିକ ... Read More »
ODISHA ମାର୍ଚ୍ଚ ୧ ରେ ଉଦଘାଟନ ହେବ ବରମୁଣ୍ଡା ଟର୍ମିନାଲ ATRNEWS BUREAU 27 Feb 2024 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଉଦଘାଟନ ହେବ ବରମୁଣ୍ଡା ବସଷ୍ଟାଣ୍ଡ । ବାବା ସାହେବ ଭୀମ ରାଓ ଆମ୍ବେଦକର ବସ୍ ଟର୍ମିନାଲ ନାଁରେ ମାର୍ଚ୍ଚ ୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ ... Read More »
ODISHA ଚଳିତ ମାସରେ ଆସିବନି ବିଦ୍ୟୁତ ବିଲ୍ ATRNEWS BUREAU 26 Feb 2024 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚଳିତ ମାସରେ ଆସିବନି ବିଦ୍ୟୁତ ବିଲ୍ । କୌଣସି କାରଣ ବସତଃ ହୋଇ ପାରୁନାହିଁ ମିଟର ରିଡିଂ । ତେଣୁ ଗତ ତିନି ମାସର ବିଲ୍ ଆଧାରରେ ଉପଭୋକ୍ତାଙ୍କୁ ଅସ୍ଥାୟୀ ... Read More »
ODISHA ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ, ଜୋରସୋରରେ ଚାଲିଛି ପ୍ରସ୍ତୁ୍ତି ATRNEWS BUREAU 26 Feb 2024 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦି ମୁର୍ମ । ଆସନ୍ତା ୨୮ ତାରିଖରୁ ୪ ଦିନିଆ ଓଡିଶା ଗସ୍ତରେ ଆସିବେ ମୁର୍ମୁ । ଏହି ଅବସରରେ ବିଭିନ୍ନ ଜିଲ୍ଲା ତଥା ମୟୂରଭଞ୍ଜ, ... Read More »
ODISHA ଓଡିଶା ଆସିବେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ATRNEWS BUREAU 26 Feb 2024 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶା ଆସିବେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ । ଆସନ୍ତା ୨୮ ତାରିଖରେ ତାଙ୍କର ପହଁଚିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଓଡିଶା କୃଷି ଭବନ ପରିଦର୍ଶନ କରିବେ ... Read More »
EDUCATION ମାଟ୍ରିକ ପରୀକ୍ଷା; ଆଜି ଛାତ୍ରଛାତ୍ରୀଙ୍କ ଗଣିତ ପରୀକ୍ଷା ATRNEWS BUREAU 26 Feb 2024 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚାଲିଛି ମାଟ୍ରିକ ପରୀକ୍ଷା । ଆଜି ଗୁରୁତ୍ୱପୂର୍ଣ୍ଣ ବିଷୟରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ସାହିତ୍ୟ, ଇଂରାଜୀ ପରୀକ୍ଷା ପରେ ଆଜି ରହିଛି ଗଣିତ ପରୀକ୍ଷା । ସକାଳ ୯ଟାରୁ ... Read More »
ODISHA ରାଜ୍ୟରେ ୨୮ ଯାଏଁ ହେବ ବର୍ଷା ATRNEWS BUREAU 26 Feb 2024 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ବଦଳିଛି ପାଗ । ଖସିଛି ଦିନ ତାପମାତ୍ରା । ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ଯୋଗୁଁ ତାପମାତ୍ରା ତଳମୁହାଁ ହୋଇଛି । ଯାହାଫଳରେ ତାତିରୁ ମିଳିଛି ଆଶ୍ୱସ୍ତି । ... Read More »