HEALTH & MEDICINE ଡେଙ୍ଗୁ ଆତଙ୍କ: କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା ATRNEWS BUREAU 21 Aug 2023 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଆତଙ୍କ ଖେଳାଇଛି ଡେଙ୍ଗୁ। ଦିନକୁ ଦିନ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ଚାଲିଛି ସ୍ୱତନ୍ତ୍ର ଅଭିଯାନ । କ୍ୟାପିଟାଲ ହସ୍ପିଟାଲରେ ମଙ୍ଗଳବାରଠୁ ଡେଙ୍ଗୁ ... Read More »
HEALTH & MEDICINE କୋଭିଡର ନୂତନ ଭାରିଆଣ୍ଟ କୁ ନେଇ ପୁଣି ବଢିଲା ଚିନ୍ତା ATRNEWS BUREAU 18 Aug 2023 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି ଘାରିଲା କୋଭିଡ ଚିନ୍ତା । ଚିହ୍ନଟ ହେଲା କୋଭିଡର ନୂତନ ଭାରିଆଣ୍ଟ BA.2.86 । ତିନୋଟି ଦେଶ ତଥା ଆମେରିକା, ଇସ୍ରାଏଲ, ଡେନମାର୍କରେ ଏହି ନୂତନ ଭାରିଆଣ୍ଟର ପ୍ରଭାବ ... Read More »
HEALTH & MEDICINE ରାଜ୍ୟରେ ବଢୁଛି ଆଖିଧରା ରୋଗ ATRNEWS BUREAU 11 Jul 2023 ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟର କେତେକ ଜିଲ୍ଲାରେ କିଛିଦିନ ହେବ ମାଡୁଛି ଆଖିଧରା ରୋଗ । ଏନେଇ ଡାକ୍ତରଖାନା ମାନଙ୍କରେ ଜମୁଛି ଲୋକଙ୍କ ଭିଡ । ସମ୍ବଲପୁର ସଦର ମେଡିକାଲ ଓ ଭୀମସାରରେ ଆଖିଧରା ... Read More »
HEALTH & MEDICINE ରାଜ୍ୟରେ ମାଡୁଛି ଆଖିଧରା ରୋଗ, ପ୍ରତିରୋଧ ପାଇଁ ମାର୍ଗଦର୍ଶିକା ଜାରି କଲା ସ୍ୱାସ୍ଥ୍ୟ ବିଭାଗ ATRNEWS BUREAU 06 Jul 2023 ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟର କେତେକ ଜିଲ୍ଲାରେ କିଛିଦିନ ହେବ ମାଡୁଛି ଆଖିଧରା ରୋଗ । ଏନେଇ ଡାକ୍ତରଖାନା ମାନଙ୍କରେ ଜମୁଛି ଲୋକଙ୍କ ଭିଡ । ଏହାକୁ ଦୃଷ୍ଟିର ରଖି ଏହି ରୋଗର ପ୍ରତିକାର ... Read More »
HEALTH & MEDICINE ରାଜ୍ୟରେ ବଢୁଛି ଆଖି ଧରା ରୋଗ ATRNEWS BUREAU 05 Jul 2023 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ ବୃଦ୍ଧି ପାଉଛି ଆଖି ଧରା ରୋଗ । ଋତୁ ପରିବର୍ତ୍ତନ ସାଙ୍ଗକୁ ଅସ୍ୱାଭାବିକ ଭାବେ ମାଡୁଛି ଏହି ରୋଗ । ଭୁବନେଶ୍ୱର, କଟକ, ଯାଜପୁର ସମେତ ଅନ୍ୟ ... Read More »
HEALTH & MEDICINE ରାଜ୍ୟରେ ଡେଙ୍ଗୁ ଆତଙ୍କ, ଖୋର୍ଦ୍ଧା ଜିଲ୍ଲା ରେ ସର୍ବାଧିକ ରୋଗୀ ଚିହ୍ନଟ ATRNEWS BUREAU 05 Jul 2023 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚଳିତବର୍ଷ ରାଜ୍ୟରେ ପୁଣି ଡେଙ୍ଗୁ ଆତଙ୍କ ଦେଖିବାକୁ ମିଳିଛି । ଧୀରେ ଧୀରେ ଡେଙ୍ଗୁ ଆକ୍ରାନ୍ତ ବଢି ଚାଲିଛି । ଏଯାଏଁ ରାଜ୍ୟରେ ମୋଟ ୨୦୪ ଡେଙ୍ଗୁ ରୋଗୀ ଚିହ୍ନଟ ... Read More »
HEALTH & MEDICINE ଚଳିତବର୍ଷ ବି ବଢୁଛି ଡେଙ୍ଗୁ ଆତଙ୍କ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ATRNEWS BUREAU 03 Jul 2023 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁଣି ଘାରିଲାଣି ଡେଙ୍ଗୁ ଭୟ । ଚଳିତବର୍ଷ ବି ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି । ହେଲେ ପୂର୍ବବର୍ଷ ତୁଳନାରେ ଟେଷ୍ଟିଂ ଅଧିକ ଓ ପଜିଟିଭ ସଂଖ୍ୟା କମ ... Read More »
HEALTH & MEDICINE ଦେଶରେ ପୁଣି ବଢୁଛି କରୋନା ମାମଲା, ଗତ ୨୪ ଘଣ୍ଟାରେ ୯ ହଜାରରୁ ଅଧିକ ମାମଲା ଚିହ୍ନଟ ATRNEWS BUREAU 26 Apr 2023 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନା ମାମଲା ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ଏବେ ପୁଣି ଉପରମୁହାଁ ହୋଇଛି କରୋନା ମିଟର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମୁତାବକ, ଗତ ୨୪ ... Read More »
HEALTH & MEDICINE ଦେଶରେ ପୁଣି କରୋନା ଭୟ, ଗତ ୨୪ ଘଣ୍ଟାରେ ୧୧ ହଜାରରୁ ଅଧିକ ମାମଲା ଚିହ୍ନଟ ATRNEWS BUREAU 21 Apr 2023 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନା ମାମଲା ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ଏବେ ପୁଣି ଉପରମୁହାଁ ହୋଇଛି କରୋନା ମିଟର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମୁତାବକ, ଗତ ୨୪ ... Read More »
HEALTH & MEDICINE କରୋନା ଟୀକା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ରକୁ ଚିଠି ATRNEWS BUREAU 11 Apr 2023 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢୁଥିବା ବେଳେ କରୋନା ଟୀକା ନେଇ କେନ୍ଦ୍ରକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ରାଜ୍ୟର ଅନେକ ଜିଲ୍ଲାରେ ... Read More »