ଦୃତ ବେଗରେ ଚାଲୁଥିବା ବ୍ୟକ୍ତି ଦୀର୍ଘ ଦିନ ପର୍ଯ୍ୟନ୍ତ ବଞ୍ଚି ଥାନ୍ତି, ଜାଣନ୍ତୁ କିପରି
ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯଦି ଆପଣ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ଖୁବ୍ ଜୋରରେ ଚାଲନ୍ତୁ । ଅଷ୍ଟ୍ରେିଲିଆର ୟୁନିଭରସିଟି ଅଫ ସିଡନୀରେ ହୋଇଥିବା ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି କି, ...