LITREATURE ମାନସିକ ଥିବା ବ୍ୟକ୍ତି ପ୍ରକୃତ ଭିନ୍ନକ୍ଷମ ATRNEWS BUREAU 03 Dec 2019 “ ଶରୀର କିଛି ଅଂଶ ନଥିବା ବ୍ୟକ୍ତି ଭିନ୍ନକ୍ଷମ ନୁହଁନ୍ତି । ବରଂ ନିମ୍ନ ମାନସିକ ଥିବା ବ୍ୟକ୍ତି ପ୍ରକୃତ ଭିନ୍ନକ୍ଷମ ” Read More »
LITREATURE ସଂସଦରେ ଉଠିଲା ହାଇଦ୍ରାବାଦ ପ୍ରସଙ୍ଗ ATRNEWS BUREAU 02 Dec 2019 ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ହାଇଦ୍ରାବାଦ ଦୁଷ୍କର୍ମ ମାମଲାକୁ ନେଇ ଏବେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି । କେତେକ ସ୍ଥାନରେ ଜନଆନ୍ଦୋଳନ ମଧ୍ୟ ଦେଖିବାକୁ ମିଳୁଛି । ତେବେ ଏହି ଘଟଣାକୁ ... Read More »
LITREATURE ରଙ୍ଗମଞ୍ଚ ଜୀବନ ATRNEWS BUREAU 27 Nov 2019 “ ଏ ଜୀବନଟା ଗୋଟେ ରଙ୍ଗମଞ୍ଚ ଏଠି ଦୁଖଃରେ ହସିବାକୁ ପଡେ ଆଉ ସୁଖଃରେ କାନ୍ଦିବାକୁ ପଡେ ” Read More »
LITREATURE ଯେମିତି କୁହେ ସେମିତି କହିପାରେ ATRNEWS BUREAU 13 Nov 2019 “ ଯଦି ଜଣେ ବ୍ୟକ୍ତି ଅନ୍ୟର କଥା ଆପଣଙ୍କ ଆଗରେ କହି ପାରୁଛି ତେବେ ସେ ବି ଆପଣଙ୍କ କଥା ଆଉ କାହା ଆଗରେ କହି ଦେଇପାରେ ” Read More »
LITREATURE ଜୀବନର ମାନେ କ’ଣ ATRNEWS BUREAU 12 Nov 2019 “ ସମୟ କାଢି ଟିକେ ଶ୍ମଶାନ ଆଡେ ବୁଲିଆସ ଆପେ ଜାଣିପାରିବ ଜୀବନର ମାନେ କ’ଣ ଛଅ ଖଣ୍ଡ କାଠ ଟିକେ ପାଉଁଶ ” Read More »
LITREATURE ସତ କେବେ ଲୁଚି ରୁହେନି ATRNEWS BUREAU 04 Nov 2019 “ ପବନ ଯେତେ ଜୋରରେ ଦେଲେବି କେବେ ପାହାଡ ଭାଙ୍ଗେନି ସେମିତି ସତକୁ ଯେତେ ଲୁଚେଇଲେ ବି ସତ କେବେ ଲୁଚି ରୁହେନି ” Read More »
LITREATURE ମାନ ଅଭିମାନ ATRNEWS BUREAU 26 Oct 2019 “ ମାନ ଅଭିମାନ ମଣିଷକୁ କଷ୍ଟ ଦେଇପାରେ ହେଲେ ପ୍ରେମକୁ ଭାଙ୍ଗି ପାରେନା କାରଣ , ଅଭିମାନରେ ପ୍ରେମ ଲୁଚି ରହିଥାଏ ” Read More »
LITREATURE ବିଶ୍ୱାସ ଆଉ ଭରଷା ATRNEWS BUREAU 17 Oct 2019 “ଭୁଲ ବୁଝାମଣା ଗୋଟିଏ ସୁନ୍ଦର ଘରକୁ ଭାଙ୍ଗି ଦେଇପାରେ , ହେଲେ ବିଶ୍ୱାସ ଆଉ ଭରଷା ପ୍ରେମର ମନ୍ଦିର ଟିଏ ଗଢିପାରେ” Read More »
LITREATURE ସ୍ୱାର୍ଥପର ମଣିଷ ATRNEWS BUREAU 16 Oct 2019 ସ୍ୱାର୍ଥପର ମଣିଷ କେବଳ ନିଜର ସ୍ୱାର୍ଥ ଦେଖେ ହେଲେ ସଚ୍ଚୋଟ ମଣିଷ ଦୁନିଆର ସ୍ୱାର୍ଥ ଦେଖେ Read More »
LITREATURE ମନ ଭଲଥିଲେ ଗାଡିଆ ବି ଗଙ୍ଗା ATRNEWS BUREAU 14 Oct 2019 “ହୃଦୟରେ ଯଦି ଭକ୍ତିଭାବ ନାହିଁ ଦିଅଁ ପୂଜିଗଲେ କି ଲାଭ ମିଳେ ମନ ଭଲଥିଲେ ଗାଡିଆ ବି ଗଙ୍ଗା ଲୋକ ଦେଖାଣିଆ ମିଛ ମହଙ୍ଗା” Read More »