CRIME ODISHA ଜାତିଆଣ ଆକ୍ଷେପ କରି ଫଶିଲେ ଅଧ୍ୟକ୍ଷ, ଅଧ୍ୟାପକ ଓ କିରାଣି ATRNEWS BUREAU 22 Sep 2019 ରାଉରକେଲା(ଏଟିଆର ବ୍ୟୁରୋ): ଆମ ସମାଜ ଆଜି ପର୍ଯ୍ୟନ୍ତ ଉଚ୍ଚ ନିଚ ଜାତି ରେ ତଫାତ ଦେଖିବାକୁ ମିଳୁଛି । କେଉଁଠି ନିଚ ଜାତି କହି ଗାଁରୁ ବହାର କରିଦିଆ ଯାଉଛି ତ ଆଉ କେଉଁଠି ... Read More »
CRIME ODISHA କୁଆଖାଇ ନଦୀ ପଠାରୁ ଯୁବକର ମୃତ ଦେହ ଉଦ୍ଧାର ATRNEWS BUREAU 22 Sep 2019 ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଗତ ୧୭ ତାରିଖରେ ଜଗତସିଂହପୁର ବିଲୁଆ ଖାଇ ନଦୀ ପଠାରୁ ମିଳିଥିଲା ଏକ ଯୁବତୀଙ୍କ ମୃତ ଦେହ । ପୁଲିସ ଆଳୁ ଖୋଳ ଖୋଳୁ ଶେଷରେ ମହାଦେବ ବାହାରିଲା ... Read More »
CRIME ODISHA କ୍ରିକେଟ ବେଟିଂ ବେଳେ ମାଡି ବସିଲା ପୁଲିସ , ୫ ଗିରଫ ATRNEWS BUREAU 22 Sep 2019 ରାୟଗଡା ( ଏଟିଆର ବ୍ୟୁରୋ): କ୍ରିକେଟ ବେଟିଂ ଚାଲିଥିଲା ବେଳେ ରାୟଗଡା ପୋଲିସ କଲା ଚଢାଉ । ୫ ଜଣଙ୍କୁ ଗିରଫ କରିବା ସହ ନଗଦ ଟଙ୍କା ଓ ଫୋନ, ଲାପଟପ ଜବତ କରିଛି ... Read More »
CRIME ODISHA କଟକରେ ହିଁ ନିହାରିକାଙ୍କୁ କରାଯାଇଛି ହତ୍ୟା: ପୁଲିସ ହାତରେ ସିସିଟିଭି ଫୁଟେଜ୍ ATRNEWS BUREAU 21 Sep 2019 ଭୁବନେଶ୍ୱର,(ଏଟିଆରବ୍ୟୁରୋ): ନିହାରିକା ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ସାଂଘାତିକ ସତ । କଟକରେ ହିଁ ହତ୍ୟା କରାଯାଇଛି ନିହାରିକାକୁ । ପ୍ରମାଣ ଲୁଚାଇବାକୁ କେବଳ ମୃତଦେହକୁ ଅଖାରେ ଭର୍ତ୍ତି କରି ବିଲୁଆଖାଈ ନଦୀ ପଠାରେ ... Read More »
CRIME ODISHA ଗିରଫ ହେଲେ ତହସିଲଦାର ATRNEWS BUREAU 21 Sep 2019 ସମ୍ବଲପୁର(ଏଟିଆର ବ୍ୟୁରୋ): ଉଚ୍ଚପଦରେ ଥିବା ଜଣେ ତହସିଲଦାର ଅତିରିକ୍ତ ତହସିଲଦାରଙ୍କୁ ଅସଦାଚରଣ କରିଥିବାର ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ ଅଧାର କରି ଅଭିଯୁକ୍ତ ତହସିଲଦାରଙ୍କୁ ପୋଲିସ ଗିରଫ କରିବା ସହ କୋର୍ଟ ଚାଲଣ ... Read More »
CRIME ODISHA ଦାରା ସିଂ ସହଯୋଗୀ ବୁଦ୍ଧଦେବ ଗିରଫ ATRNEWS BUREAU 21 Sep 2019 ଭୁବନେଶ୍ୱର,(ଏଟିଆରବ୍ୟୁରୋ): ଦିନେ କି’ ମାସେ ଅବା ବର୍ଷେ ନୁହେଁ । ଦୀର୍ଘ ୨୦ବର୍ଷ ଧରି ଲୁଚକାଳୀ ପରେ ଶେଷରେ ଅଭିଯୁକ୍ତକୁ ଗିରଫ କରିଛି ସିବିଆଇ । ଆଜ୍ଞା ହଁ ବହୁ ଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ... Read More »
CRIME ODISHA ଆଜି ଖୋଲିବ ନିହାରିକା ମର୍ଡର କେସ ଗୁମର ! ATRNEWS BUREAU 21 Sep 2019 ଜଗତସିଂହପୁର ( ଏଟିଆର ବ୍ୟୁରୋ): ଗତକାଲି ମୃତ ନର୍ସ ନିହାରିକାଙ୍କ ପୁରୁଷ ବନ୍ଧୁ ଥାନାରେ ଆତ୍ମସମର୍ପଣ କରିଛି । ଜଗତସିଂହପୁର ପୋଲିସର ଦୁଇଟା ଟିମ ଗତକାଲି ସନ୍ଧ୍ୟା ଠାରୁ ପୁରୁଷ ବନ୍ଧୁ କିଶୋର ଆଞ୍ଚଲକୁ ... Read More »
CRIME ODISHA ବୋହୂ ଉପରେ ଏସିଡ୍ ମାଡ଼ କଲେ ଶ୍ୱଶୁରଘର ଲୋକେ ATRNEWS BUREAU 20 Sep 2019 ଯାଜପୁର,(ଏଟିଆରବ୍ୟୁରୋ): ଅଧିକ ଯୌତୁକ ଦାବି କରି ବୋହୂକୁ ହତ୍ୟା ଉଦ୍ୟମ । ନୂଆ ବୋହୂ ଦେହରେ ଢ଼ାଳିଦେଲେ ଏସିଡ୍ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ପାଣିକୋଇଲି ଅଞ୍ଚଳର କରଦା ... Read More »
CRIME ODISHA ଧରା ଦେଲେ ନର୍ସ ନିହାରିକାଙ୍କ ପୁରୁଷ ବନ୍ଧୁ ATRNEWS BUREAU 20 Sep 2019 ଜଗତସିଂହପୁର ( ଏଟିଆର ବ୍ୟୁରୋ): ଧରା ପଡିଲେ ନର୍ସ ନିହାରିକାର ପୁରୁଷ ବନ୍ଧୁ କିଶୋର ଆଞ୍ଚଲ ଓରଫ ରାଜା । ମୃତ ଦେହ ମିଳିବାର ତିନିଦିନ ପରେ କିଶୋର ନିଜେ ପୋଲିସ ପାଖରେ ଆତ୍ମସମର୍ପଣ ... Read More »
CRIME ODISHA ଯନ୍ତାପାଇରେ ପୋଲିସ ବିରୁଦ୍ଧରେ ଆଦିବାସୀ ମେଳି, ୧୪୪ ଧାରା ଜାରି ATRNEWS BUREAU 20 Sep 2019 ମାଲକାନଗିରି ( ଏଟିଆର ବ୍ୟୁରୋ): ଜଣେ ଆଦିବାସୀଙ୍କୁ ଜବାନ ଗୁଳିମାରି ଦେଇଥିବା ଅଭିଯୋଗରେ ମାଲକାନଗିରି ଚିତ୍ରକୋଣ୍ଡା ଯନ୍ତାପାଇ ହାଟରେ ଆଦିବାସୀ ମେଳି ହେବା ନେଇ ପ୍ରସ୍ତୁତି ଚାଲିଥିବା ବେଳେ ପୋଲିସ ଏହାକୁ ପଣ୍ଡ କରିଛି ... Read More »