ODISHA ଆଜି ପବିତ୍ର ଗୁରୁ ଦିବସ ATRNEWS BUREAU 05 Sep 2023 ଏଟିଆର ବ୍ୟୁରୋ: ଆଜି ପବିତ୍ର ଗୁରୁ ଦିବସ । ଗୁରୁଶିଷ୍ୟ ସମ୍ପର୍କର ପବିତ୍ର ଦିନ । ଭାରତର ପ୍ରଥମ ଉପରାଷ୍ଟ୍ରପତି ଓ ଦ୍ୱିତୀୟ ରାଷ୍ଟ୍ରପତି ଡ.ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିବସ ସେପ୍ଟମ୍ବର ୫ କୁ ଗୁରୁଦିବସ ... Read More »
ODISHA ଆସୁଛି ଦୁଇଟି ଲଘୁଚାପ, ପ୍ରବଳ ବର୍ଷିବ ATRNEWS BUREAU 02 Sep 2023 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସେପ୍ଟମ୍ବରରେ ଆଗ ପଛ ହୋଇ ଲାଗତାର ଦୁଇଟି ଲଘୁଚାପ ଆସୁଛି । ପ୍ରଥମ ସପ୍ତାହରେ ଗୋଟେ ଘୂର୍ଣ୍ଣିବଳୟ ରହିଥିବା ବେଳେ ଦ୍ୱିତୀୟ ସପ୍ତାହରେ ଆଉ ଏକ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ... Read More »
ODISHA ମୌସୁମୀ ଦୁର୍ବଳ, ଆଗାମୀ ୪୮ ଘଣ୍ଟା ଗୁଳୁଗୁଳିରୁ ନାହିଁ ତ୍ରାହି ATRNEWS BUREAU 01 Sep 2023 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶ୍ରାବଣ ଶେଷ ହୋଇ ଭାଦ୍ରବ ହେଲାଣି ହେଲେ ରାଜ୍ୟରୁ ତାତିରୁ ନିସ୍ତାର ମିଳୁନି । ରାଜ୍ୟରେ ଡହଡହ ଖରା ସାଙ୍ଗକୁ ପ୍ରବଳ ଗୁଳିଗୁଳି ଓ ଗରମ ଅନୁଭୂତ ହେଉଛି । ... Read More »
ODISHA ନନ୍ଦନକାନକୁ ଆସିଲେ ୪ଟି ନୂତନ ଅତିଥି ATRNEWS BUREAU 01 Sep 2023 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ହାଇଦ୍ରାବାଦରୁ ୪ଟି ନୂତନ ଅତିଥି ଆସିଛନ୍ତି । ୨ଟି ପ୍ରଜାତିର ୪ଟି ଜୀବଜନ୍ତୁ ନନ୍ଦନକାନନକୁ ଅଣାଯାଇଛି । ଏଥିରେ ଅଣ୍ଡିରା ଓ ମାଇ ସୁନେଲୀ ରଙ୍ଗର ... Read More »
ODISHA ସେପ୍ଟମ୍ବର ୨୧ରେ ଓଡିଶା ବିଧାନସଭାର ବାଚସ୍ପତି ନିର୍ବାଚନ ATRNEWS BUREAU 31 Aug 2023 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସେପ୍ଟମ୍ବର ୨୧ ରେ ଅନୁଷ୍ଠିତ ହେବ ଓଡିଶା ବିଧାନ ସଭାର ବାଚସ୍ପତି ନିର୍ବାଚନ । ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରେ ଏହି ପଦ ଖାଲିପଡିଛି ... Read More »
ODISHA ଉତ୍କେଲାକୁ ଉଡିଲା ବିମାନ ATRNEWS BUREAU 31 Aug 2023 କଳାହାଣ୍ଡି (ଏଟିଆର ବ୍ୟୁରୋ): ଉତ୍କେଲାକୁ ଆରମ୍ଭ ହେଲା ବିମାନ ସେବା । ଭୁବନେଶ୍ୱରରୁ କଳାହାଣ୍ଡିର ଉକ୍ରେଲାକୁ ବିମାନ ସେବା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫ୍ଲାଗଅଫ୍ ପରେ ବିମାନ ଉଡିବା ଆରମ୍ଭ ... Read More »
ODISHA ବିଜୁ ଆଦର୍ଶ କଲୋନୀ ଲୋକାର୍ପଣ କରି ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ATRNEWS BUREAU 28 Aug 2023 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବସ୍ତିବାସିନ୍ଦାଙ୍କୁ ମିଳିଲା ଜମିପଟ୍ଟା । ରାଜ୍ୟର ୫ଟି ମହାନଗର ନିଗମର ବସ୍ତିବାସିନ୍ଦାଙ୍କୁ ଆଜି ଜମିପଟ୍ଟା ବଣ୍ଟନ କରାଯାଇଛି । ଜାଗା ମିଶନ ଜରିଆରେ ଏହି ଜମିପଟ୍ଟା ପ୍ରଦାନ କରାଯାଇଛି । ... Read More »
ODISHA ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ହେବ ଶେଷକୃତ୍ୟ ATRNEWS BUREAU 28 Aug 2023 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବିଶିଷ୍ଠ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ଗତକାଲି ପରଲୋକ ଘଟିଛି । ୯୫ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ... Read More »
HEALTH & MEDICINE ଡରାଉଛି ଡେଙ୍ଗୁ, ରାଜଧାନୀରେ ସ୍ଥିତି ସଙ୍ଗୀନ ATRNEWS BUREAU 26 Aug 2023 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କାୟା ବିସ୍ତାର କରୁଛି ଡେଙ୍ଗୁ । ପ୍ରାୟତଃ ଏହା ରାଜ୍ୟର ସମସ୍ତ ଜିଲ୍ଲାକୁ ବ୍ୟାପିଲାଣି । ମୁଖ୍ୟତଃ ରାଜଧାନୀ ଭୁବନେଶ୍ୱରର ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । କ୍ୟାପିଟାଲ ... Read More »
ODISHA ରାଜ୍ୟକୁ ଆସୁଛି ଆଉ ଏକ ଲଘୁଚାପ ATRNEWS BUREAU 26 Aug 2023 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଲଘୁଚାପ ପରେ ଲଘୁଚାପ । ରାଜ୍ୟକୁ ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ... Read More »