ODISHA ଆଜି ରାଜ୍ୟରେ ପ୍ରବଳ ବର୍ଷିବ ATRNEWS BUREAU 02 Aug 2023 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗଭୀର ଅବପାତର ରୂପ ନେବାପରେ ବାଂଲାଦେଶ ଉପକୂଳ ଅତିକ୍ରମ କରିଛି ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା । ବର୍ଷା ସାଙ୍ଗକୁ ୫୫ ... Read More »
ODISHA ଆଜି ପାଳିତ ହେଉଛି ସମ୍ବଲପୁର ଦିବସ ATRNEWS BUREAU 01 Aug 2023 ସମ୍ବଲପୁର (ଏଟିଆର ବ୍ୟୁରୋ): ଆଜି ହେଉଛି ସମ୍ବଲପୁର ଦିବସ । ଗୁରୁଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସ୍ମୃତିରେ ରଖି ଅଗଷ୍ଟ ୧ ତାରିଖକୁ ସମ୍ବଲପୁରୀ ଦିନ୍ ଭାବେ ପାଳନ କରାଯାଉଛି । ଓଡିଶା ସବୁବେଳେ ... Read More »
EDUCATION ଯୁକ୍ତଦୁଇ ବିଜ୍ଞାନ ସିଲାବସ୍ ଓ ପରୀକ୍ଷା ପ୍ରଣାଳୀରେ ପରିବର୍ତ୍ତନ ATRNEWS BUREAU 01 Aug 2023 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯୁକ୍ତ ଦୁଇ ସିଲାବସ୍ ଓ ପରୀକ୍ଷା ପ୍ରଣାଳୀରେ ପରିବର୍ତ୍ତନ ହୋଇଛି । ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ଜୀବ ବିଜ୍ଞାନ ଓ ଗଣିତର କିଛି ଅଧ୍ୟାୟକୁ ବାଦ ଦିଆଯାଇଛି । ... Read More »
ODISHA ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ ATRNEWS BUREAU 01 Aug 2023 କେନ୍ଦ୍ରାପଡା (ଏଟିଆର ବ୍ୟୁରୋ): ପର୍ଯ୍ୟଟକଙ୍କ ପାଇଁ ଖୁସୀ ଖବର । ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ । ଦୀର୍ଘ ତିନି ମାସ ପରେ ଭିତରକନିକା ଖୋଲିଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ... Read More »
ODISHA ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଆଉ ୬ଟି ଗେଟ୍ ATRNEWS BUREAU 28 Jul 2023 ସମ୍ବଲପୁର (ଏଟିଆର ବ୍ୟୁରୋ): ହୀରକୁଦ ଜଳଭଣ୍ଡାରର ଆଉ ୬ ଗେଟ୍ ବନ୍ଦ ହୋଇଛି । ବର୍ତ୍ତମାନ ଦୁଇଟି ଗେଟ୍ ଦେଇ ଜଳ ନିଷ୍ମାସିତ ହେଉଛି । ବାମ ପଟେ ଗୋଟେ ଏବଂ ଡାହାଣ ପଟେ ... Read More »
ODISHA ବର୍ଷା ପାଇଁ ଆଜି ୭ ଜିଲ୍ଲାକୁ ୟେଲୋ ଆଲର୍ଟ ATRNEWS BUREAU 27 Jul 2023 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଉତ୍ତର-ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷୀଣ ଓଡିଶା ଉପକୂଳରେ ସକ୍ରିୟ ରହିଛି ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା । ପ୍ରବଳ ବର୍ଷା ନେଇ ଆଜି ଦକ୍ଷୀଣ ... Read More »
NATIONAL NEWS ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁଙ୍କ ତିନି ଦିନିଆ ଓଡିଶା ଗସ୍ତର ଆଜି ତୃତୀୟ ଦିନ ATRNEWS BUREAU 27 Jul 2023 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମହାମହିମ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁଙ୍କର ତିନିଦିନିଆ ଓଡିଶା ଗସ୍ତର ଆଜି ତୃତୀୟ ଦିନ ବା ଶେଷ ଦିନ । ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବ୍ରହ୍ମକୁମାରରୀର ୨୦ ଜଣ ... Read More »
ODISHA ଆଜି ଅବପାତର ରୂପ ନେବ ଲଘୁଚାପ, ୫ଜିଲ୍ଲାକୁ ଅରେଞ୍ଜ ଓ ୭ ଜିଲ୍ଲାକୁ ୟେଲୋ ଆଲର୍ଟ ATRNEWS BUREAU 26 Jul 2023 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତର ରୂପ ନେବ । ଏହାପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷୀଣ ... Read More »
ODISHA ଖୋଲିଲା ହୀରାକୁଦ ର ଆଉ ୪ଟି ଗେଟ୍ ATRNEWS BUREAU 25 Jul 2023 ସମ୍ବଲପୁର (ଏଟିଆର ବ୍ୟୁରୋ): ଖୋଲିଲା ହୀରାକୁଦ ଜଳାଭଣ୍ଡାରର ଆଉ ୪ ଟି ଗେଟ୍ । ଏହାକୁ ମିଶାଇ ମୋଟ୍ ୧୨ ଟି ଗେଟ୍ ଖୋଲିଛି । ୧୨ ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ... Read More »
ODISHA ପ୍ରବଳ ବର୍ଷା ପାଇଁ ଆଜି ୨୨ ଜିଲ୍ଲାକୁ ଆଲର୍ଟ ଜାରି ATRNEWS BUREAU 25 Jul 2023 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି ବର୍ଷା । ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ । ଆଗାମୀ ୨୪ ଘଣ୍ଟାରେ ଲଘୁଚାପ ଆହୁରି ଘନିଭୂତ ହୋଇ ଅବପାତର ରୂପ ନେବ । ଏହାପରେ ... Read More »