ODISHA ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ATRNEWS BUREAU 07 Jul 2023 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଉପାନ୍ତରୁ ଉପକୂଳ ସବୁଠି ହେଉଛି ବର୍ଷା । ସେପଟେ ଆସନ୍ତା ୯ ତାରିଖରେ ... Read More »
EDUCATION ଆଜିଠୁ ଆରମ୍ଭ ଯୁକ୍ତଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ATRNEWS BUREAU 07 Jul 2023 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି ଯୁକ୍ତଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା । ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏଁ ନାମଲେଖା ହେବ । ଆସନ୍ତା ୧୩ ତାରିଖ ଯାଏଁ ନାମ ... Read More »
HEALTH & MEDICINE ରାଜ୍ୟରେ ମାଡୁଛି ଆଖିଧରା ରୋଗ, ପ୍ରତିରୋଧ ପାଇଁ ମାର୍ଗଦର୍ଶିକା ଜାରି କଲା ସ୍ୱାସ୍ଥ୍ୟ ବିଭାଗ ATRNEWS BUREAU 06 Jul 2023 ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟର କେତେକ ଜିଲ୍ଲାରେ କିଛିଦିନ ହେବ ମାଡୁଛି ଆଖିଧରା ରୋଗ । ଏନେଇ ଡାକ୍ତରଖାନା ମାନଙ୍କରେ ଜମୁଛି ଲୋକଙ୍କ ଭିଡ । ଏହାକୁ ଦୃଷ୍ଟିର ରଖି ଏହି ରୋଗର ପ୍ରତିକାର ... Read More »
BUSINESS ODISHA ପରିବାର ଦର ଆକାଶ ଛୁଆ, ଲଙ୍କା ୪୦୦ ଓ ଅଦା ୩୦୦ ଟଙ୍କା ATRNEWS BUREAU 06 Jul 2023 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପରିବା ବଜାରରେ ମହଙ୍ଗାମାଡ । ଆକାଶ ଛୁଆଁ ହୋଇଛି ପରିବା ଦର । ଛୁଇଁଲା ବେଳକୁ ଲାଗୁଛି ଡର । କେବଳ ଟମାଟୋ , କାକୁଡି କି ବାଇଗଣ ନୁହେଁ ... Read More »
EDUCATION ପ୍ରକାଶ ପାଇଲା ଯୁକ୍ତଦୁଇ ପ୍ରଥମ କଟ୍ ଅଫ୍ ମାର୍କ ATRNEWS BUREAU 06 Jul 2023 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯୁକ୍ତଦୁଇ ପ୍ରଥମ କଟଅଫ୍ ମାର୍କ ପ୍ରକାଶ ପାଇଛି । କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରହିଛି ରେଭେନ୍ସା । କଳାରେ ୮୦ ପ୍ରତିଶତ, ବିଜ୍ଞାନରେ ୯୧.୬୭ ପ୍ରତିଶତ, ବାଣିଜ୍ୟରେ ... Read More »
ODISHA ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ ATRNEWS BUREAU 06 Jul 2023 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଆଜିଠୁ ବଢିବ ବର୍ଷାର ପରିମାଣ । ପ୍ରବଳ ବର୍ଷା ପାଇଁ ଆଜି ... Read More »
EDUCATION ଆଜିଠୁ ଆରମ୍ଭ ଓଜେଇଇ କାଉନସେଲିଂ ATRNEWS BUREAU 06 Jul 2023 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ଓଜେଇଇ କାଉନସେଲିଂ । ବି-ଟେକ୍, ବି-ଆର୍କ, ବି-ସାଟ୍ ଏବଂ ଇଣ୍ଟିଗ୍ରେଟେଡ ଏମଏସସି ପାଠ୍ୟକ୍ରମ ପାଇଁ ୱେବସାଇଟ କାଉନସେଲିଂ ପ୍ରକ୍ରିୟାରେ ନାମଲେଖା ହେବ । ରାଜ୍ୟର ସମସ୍ତ ସରକାରୀ ... Read More »
HEALTH & MEDICINE ରାଜ୍ୟରେ ବଢୁଛି ଆଖି ଧରା ରୋଗ ATRNEWS BUREAU 05 Jul 2023 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ ବୃଦ୍ଧି ପାଉଛି ଆଖି ଧରା ରୋଗ । ଋତୁ ପରିବର୍ତ୍ତନ ସାଙ୍ଗକୁ ଅସ୍ୱାଭାବିକ ଭାବେ ମାଡୁଛି ଏହି ରୋଗ । ଭୁବନେଶ୍ୱର, କଟକ, ଯାଜପୁର ସମେତ ଅନ୍ୟ ... Read More »
HEALTH & MEDICINE ରାଜ୍ୟରେ ଡେଙ୍ଗୁ ଆତଙ୍କ, ଖୋର୍ଦ୍ଧା ଜିଲ୍ଲା ରେ ସର୍ବାଧିକ ରୋଗୀ ଚିହ୍ନଟ ATRNEWS BUREAU 05 Jul 2023 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚଳିତବର୍ଷ ରାଜ୍ୟରେ ପୁଣି ଡେଙ୍ଗୁ ଆତଙ୍କ ଦେଖିବାକୁ ମିଳିଛି । ଧୀରେ ଧୀରେ ଡେଙ୍ଗୁ ଆକ୍ରାନ୍ତ ବଢି ଚାଲିଛି । ଏଯାଏଁ ରାଜ୍ୟରେ ମୋଟ ୨୦୪ ଡେଙ୍ଗୁ ରୋଗୀ ଚିହ୍ନଟ ... Read More »
ODISHA ଭିତରକନିକା ଓ ରାଜନଗର ବନଖଣ୍ଡରେ ଶେଷ ହୋଇଛି କୁମ୍ଭୀର ବସା ଗଣନା ATRNEWS BUREAU 05 Jul 2023 କେନ୍ଦ୍ରାପଡା (ଏଟିଆର ବ୍ୟୁରୋ): ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନଖଣ୍ଡରେ ଶେଷ ହୋଇଛି କୁମ୍ଭୀର ବସା ଗଣନା । ଏଥର ମୋଟ ୧୨୨ ଟି ବସା ଚିହ୍ନଟ ହୋଇଛି ପୂର୍ବଥର ମଧ୍ୟ ... Read More »