ODISHA ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ATRNEWS BUREAU 20 Oct 2022 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଆସନ୍ତା ୨୨ ତାରିଖ ସୁଦ୍ଧା ଏହା ଅବପାତରେ ପରିଣତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ... Read More »
WEATHER REPORT ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ, ୨୩ ରୁ ବଢିବ ବର୍ଷାର ପରିମାଣ ATRNEWS BUREAU 19 Oct 2022 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘର୍ଣ୍ଣିବଳୟ ଏବେ ଘନୀଭୂତ ହେବାରେ ଲାଗିଛି । ଆଗାମୀ ୩୬ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବ । ଏହାପରେ ପଶ୍ଚିମ-ଉତ୍ତର-ପଶ୍ଚିମ ... Read More »
WEATHER REPORT ବାତ୍ୟା ମୁକାବିଲା ଲାଗି ସଜାଗ ରହିବାକୁ ନିର୍ଦ୍ଦେଶ ଦେଲେ ଏସଆରସି ATRNEWS BUREAU 18 Oct 2022 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ନେଇ ବସିଥିବା ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଛି । ଏହି ବୈଠକରେ ୭ ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ଥିବା ସହ ଉପକୂଳବର୍ତ୍ତି ସମସ୍ତ ଜିଲ୍ଲାପାଳଙ୍କୁ ମୁକାବିଲା ପାଇଁ ... Read More »
WEATHER REPORT ସମ୍ଭାବ୍ୟ ବାତ୍ୟା ନେଇ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ATRNEWS BUREAU 18 Oct 2022 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରାଜ୍ୟ ସରକାର । ଉପକୂଳବର୍ତ୍ତି ୭ଟି ଜିଲ୍ଲାକୁ ସତର୍କ କରାଯିବା ସହ ସେହି ଜିଲ୍ଲାମାନଙ୍କର ସରକାରୀ ଅଧିକାରୀଙ୍କ ସମସ୍ତ ଛୁଟି ବାତିଲ ... Read More »
WEATHER REPORT ବଢିଲା ବାତ୍ୟା ସମ୍ଭାବନା, ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ ATRNEWS BUREAU 18 Oct 2022 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନିଭୂତ ହେଉଛି । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବଢିଛି ବାତ୍ୟା ସମ୍ଭାବନା । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ଘୂର୍ଣ୍ଣିବଳୟ ... Read More »
WEATHER REPORT ବଢୁଛି ବାତ୍ୟା ଭୟ! ୨୦ ତାରିଖରେ ଲଘୁଚାପରେ ପରିଣତ ହେବ ସୃଷ୍ଟ ଘୂର୍ଣ୍ଣିବଳୟ ATRNEWS BUREAU 18 Oct 2022 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୦ ତାରିଖରେ ଲଘୁଚାର ରୂପ ନେବ । ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ବାତ୍ୟା ସମ୍ଭାବନା ନେଇ ଅଧିକାଂଶ ମଡେଲ ପୂର୍ବାନୁମାନ ... Read More »
ODISHA ୧୭ରେ ହୋଇପାରେ ଆଉ ଏକ ଘୂର୍ଣ୍ଣିବଳୟ ATRNEWS BUREAU 14 Oct 2022 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁଣି ଏକ ଘୂର୍ଣ୍ଣିବଳୟ ହେବା ନେଇ ସମ୍ଭାବନା ରହିଛି । ଆସନ୍ତା ୧୭ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୧୯ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବ । ଏହାପରେ ... Read More »
WEATHER REPORT ଆସୁଛି ଘୂର୍ଣ୍ଣିବଳୟ,ବର୍ଷାରେ ଭିଜିବ ପୂଜା ବଜାର ATRNEWS BUREAU 23 Sep 2022 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ପାଖେଇ ଆସୁଛି ପୂଜା । କରୋନା କଟକଣା ହଟିବା ପରେ ଦୀର୍ଘ ଦୁଇ ବର୍ଷ ପରେ ଧୁମଧାମ୍ ରେ ପାଳିତ ହେବ ପୂଜା ... Read More »
ODISHA ଚଳିତବର୍ଷ ବିଳମ୍ବରେ ଆସିପାରେ ଶୀତ ATRNEWS BUREAU 15 Sep 2022 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅକ୍ଟୋବର ଓ ନଭେମ୍ବର ମାସରେ ସ୍ୱଭାବିକଠାରୁ ଅଧିକ ତାପମାତ୍ରା ରହିପାରେ । ଯାହାଫଳରେ ରାଜ୍ୟକୁ ବିଳମ୍ବରେ ଶୀତ ଆସିବାର ସମ୍ଭାବନା ରହିଛି । ଏନେଇ କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ... Read More »
ODISHA ଆସନ୍ତା ୧୮ରୁ ରାଜ୍ୟରେ ପୁଣି ବର୍ଷିବ ATRNEWS BUREAU 14 Sep 2022 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଆସନ୍ତା ୧୮ରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ... Read More »